ଲାଇଫ୍ ଷ୍ଟାଇଲ୍

ତକିଆ ତଳେ ରଖନ୍ତୁ ଏହି ପତ୍ର, ସୁଧୁରିଯିବ ବିଗିଡିଥିବା ଭାଗ୍ୟ

ତୁଳସୀ ଗଛକୁ ପୂଜା କରାଯିବା ସହ ଭାରତୀୟ ପରମ୍ପରାରେ ଏହାର ଅଦ୍ଭୁତ ମାନ୍ୟତା ରହିଛି। ଦୈନିକ ପୂଜାରେ ଏହାକୁ ସାମିଲ କରାଯିବା ସହ ସାଧାରଣତଃ ସମସ୍ତ ହିନ୍ଦୁ ଘରେ ଏହା ଦେଖିବାକୁ ମିଳିଥାଏ। ଏପରିକି ଏହାର ସେବନ ଶରୀରକୁ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା କରିଥାଏ। ତେବେ ଆଜି ଆମେ ତୁଳସୀ ପତ୍ରକୁ ତକିଆ ତଳେ ରଖି ଶୋଇବାର ଚତ୍ମକାରୀ ଫାଇଦା ବିଷୟରେ କହିବାକୁ ଯାଉଛୁ।

-ରାତିରେ ଶୋଇବା ସମୟରେ ତକିଆ ତଳେ ତୁଳସୀ ପତ୍ର ରଖି ଶୋଇଲେ ଦିନର ଥକାପଣ ଦୂର ହୋଇଥାଏ। ଏହା ମସ୍ତିଷ୍କକୁ ଶାନ୍ତ ରଖିବାରେ ମଧ୍ୟ ସହାୟକ ହୋଇଥାଏ।

-ତକିଆ ତଳେ ତୁଳସୀର ପାଞ୍ଚଟି ପତ୍ର ରଖି ଶୋଇବା ଦ୍ବାରା ବ୍ୟବସାୟରେ ଲାଭ ହୋଇଥାଏ । ଏଥିସହ ବ୍ରଣ ଏବଂ ଭାତୁଡ଼ି ମଧ୍ୟ ହୋଇନଥାଏ।

-ତୁଳସୀ ତକିଆ ତଳେ ରଖି ଶୋଇବା ଦ୍ବାରା ମନ ଶାନ୍ତ ହେବା ସହ ନକରାତ୍ମକ ଉର୍ଜାକୁ ଦୂର ରଖିଥାଏ।

-ସ୍ବପ୍ନଦୋଷ ଏବଂ ଖରାପ ସ୍ବପ୍ନ ଆଦିରୁ ଦୂରେଇ ରହିବା ପାଇଁ ତକିଆ ତଳେ ତୁଳସୀ ପତ୍ର ରଖିବା ସହ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜାପ କରନ୍ତୁ।

Pritiparna

Recent Posts

ଷଷ୍ଠ ଥର ନବୀନ ସରକାର, ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ ବହୁମତ

ଭୁବନେଶ୍ୱର : ଷଷ୍ଠ ଥର ନବୀନ ସରକାର । ଓଡ଼ିଶା ଗଣମାଧ୍ୟମ ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ…

38 seconds ago

ଜୁନ ୨୦ରେ ଲଞ୍ଚ ହେବାକୁ ଯାଉଛି Realme GT 6, ଡିଜାଇନ୍ ଦେଖିଲେ କହିବେ ‘Wow’

ଗତ ମାସରେ ଭାରତରେ Realme GT 6T ଲଞ୍ଚ କରାଯାଇଥିଲା । ରିୟଲମି ଚଳିତ ମାସରେ ଜିଟି ସିରିଜର ଆଉ…

14 mins ago

ଗାଁର ଚାରି ଆଡେ଼ ଘେରି ରହିଛି ନାଳ, ବର୍ଷା ଦିନେ ଜଳବନ୍ଦୀ ଜୀବନ କାଟନ୍ତି ଏହି ଗ୍ରାମବାସୀ

ସୁନ୍ଦରଗଡ(କେନ୍ୟୁଜ୍): ଭାରତ ସ୍ୱାଧୀନତାକୁ ବିତି ସାରିଲାଣି ୭୪ବର୍ଷ । ଏହି ୭୪ ବର୍ଷରେ ଆସିଛନ୍ତି ଅନେକ ସରକାର । କରିଛନ୍ତି…

15 mins ago

ପ୍ୟାରିସରୁ ମୁମ୍ବାଇ ଆସୁଥିବା ବିମାନରେ ବୋମା ଆତଙ୍କ, ଜରୁରୀକାଳୀନ ଅବତରଣ କଲା ଭିସ୍ତାରା ବିମାନ

ପ୍ୟାରିସରୁ ମୁମ୍ବାଇ ଆସୁଥିବା ଭିସ୍ତାରା ବିମାନରେ ବୋମା ଆତଙ୍କ । ଏହି ଖବର ପ୍ରସାରିତ ହେବା ପରେ ଆତଙ୍କ ସୃଷ୍ଟି…

15 mins ago

ଫ୍ୟାନକୁ ଡେଟ୍ କରିବାକୁ ଚାହୁଁଛନ୍ତି କାର୍ତ୍ତିକ ଆର୍ଯ୍ୟନ୍! ଫିମେଲ୍ ଫ୍ୟାନ୍ସଙ୍କର ଲାଗିଲା ଲଟେରୀ

କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ଆଗାମୀ ଫିଲ୍ମ 'ଚନ୍ଦୁ ଚାମ୍ପିଅନ୍'କୁ ନେଇ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଫିଲ୍ମରୁ…

56 mins ago

ସ୍ୱପ୍ନାଦେଶ ପରେ ମା’ଙ୍କ ନାମକରଣ ହୋଇଥିଲା ସୁବର୍ଣ୍ଣରେଖା, ଏବେ ଚାଲିଛି ଠାକୁରାଣୀଙ୍କ ଯାତ୍ରା

ଗଞ୍ଜାମ(କେନ୍ୟୁଜ)- ମା’ଙ୍କ ଯାତ୍ରା ପାଇଁ ଘଣ୍ଟ ଘଣ୍ଟା ହୁଳହୁଳିରେ କମ୍ପି ଉଠୁଛି ଗଗନ ପବନ । ହଜାର ହଜାର ଭକ୍ତଙ୍କ…

1 hour ago