ଲାଇଫ୍ ଷ୍ଟାଇଲ୍

ଘରେ ରଖନ୍ତୁ ମୟୂର ପୁଚ୍ଛ, ଦୂର ହେବ ସବୁ ସମସ୍ୟା

ମୟୂରର ନାଁ ଆସିବା ମାତ୍ରେ ହିଁ ସମସ୍ତଙ୍କ ମନରେ ଏକ ସୁନ୍ଦର ଦୃଶ୍ୟ ଚାଲିଆସିଥାଏ। ମୟୂରର ସୁନ୍ଦରତାକୁ ନେଇ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଚର୍ଚ୍ଚା କରାଯାଇଥାଏ। କୁହାଯାଇଥାଏ ଯଦି ଆପଣ ନିଜ ଘରେ ମୟୂର ପୁଚ୍ଛ ରଖୁଛନ୍ତି ତେବେ ଆପଣଙ୍କ ଘରୁ ଅମଙ୍ଗଳ ଦୂର ହୋଇଯାଇଥାଏ। ଆସନ୍ତୁ ଜାଣିବା ମୟୂର ପୁଚ୍ଛ ସହ ଜଡିତ କିଛି ଖାସ୍‌ କଥା।

-ମୟୂର ପକ୍ଷୀକୁ ଘରେ ରଖିବା ଦ୍ୱାରା ଅନେକ ପ୍ରକାର ଅମଙ୍ଗଳ ଟଳି ଯାଇଥାଏ। ଏହିକାରଣରୁ ଅଧିକାଂଶ ଲୋକ ନିଜ ଘରେ ମୟୂର ପୁଚ୍ଛ ରଖିଥାନ୍ତି।

-ମୟୂର ପୁଚ୍ଛ ଘରୁ ନକାରାତ୍ମକ ଶକ୍ତି ଦୂର କରିଦେଇଥାଏ। ଏହାବ୍ୟତୀତ ଘରେ ଖୁସି ଲାଗି ରହିଥାଏ। ଆପଣ ଚାହିଁଲେ ମଧ୍ୟ ଘରେ ମୟୂର ପୁଚ୍ଛ ରଖି ପୂଜା କରିପାରିବେ।

-ଯଦି କୌଣସି ବ୍ୟକ୍ତିଙ୍କ ବୈବାହିକ ଜୀବନରେ ଚିନ୍ତା ଲାଗି ରହିଥାଏ ତେବେ ଶୟନ କକ୍ଷରେ ମୟୂର ପୁଚ୍ଛ ରଖନ୍ତୁ। ଏହାଦ୍ୱାରା ପତି-ପତ୍ନୀଙ୍କ ମଧ୍ୟରେ ଭଲପାଇବା ବଢିଥାଏ।

-ଏଥିସହ ଯଦି ଆପଣଙ୍କ ଘରେ ମୟୂର ପୁଚ୍ଛ ରହିଥାଏ ତେବେ କୌଣସି ଖରାପ ଶକ୍ତି ପ୍ରବେଶ କରିପାରିବ ନାହିଁ। ଏହାଦ୍ୱାରା ଘରେ ସକାରାତ୍ମକ ଶକ୍ତି ଭରି ରହିଥାଏ।

KNews Bureau

Recent Posts

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଯୁବକଙ୍କୁ ହତ୍ୟା ।  ଭୁବନେଶ୍ୱର ନାକା ଗେଟ୍ ନିକଟରୁ ଯୁବକଙ୍କ ମୃତଦେହ ଜବତ ହୋଇଛି । …

29 mins ago

ରବିନା ଟଣ୍ଡନଙ୍କ ବିରୁଦ୍ଧରେ ମାରପିଟ୍‌ ଅଭିଯୋଗ, ନିଶାରେ ବୟସ୍କା ମହିଳାଙ୍କୁ କରିଛନ୍ତି ଆକ୍ରମଣ

ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଉପରେ ଅଭିଯୋଗ । ରବିନା ଜଣେ ବୟସ୍କା ମହିଳା ଏବଂ ତାଙ୍କ ପରିବାର ସହିତ…

30 mins ago

ବ୍ରେକଅପ୍‌ ଆମକୁ କଣ ଶିକ୍ଷା ଦିଏ ? ଜାଣନ୍ତୁ କିଛି ରୋଚକ କଥା

ମେଣ୍ଟାଲ ହେଲଥ୍‌ ଏବଂ ଇମୋସନ୍‌ ପାଇଁ ବ୍ରେକଅପ୍‌ ଭଲ ହୋଇନଥାଏ । ଏହା ଅନେକ ଲୋକଙ୍କ ପାଇଁ ଜୀବନର ସବୁଠାରୁ…

1 hour ago

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା, ଜାଣନ୍ତୁ କ’ଣ ଏହାର ସ୍ୱତନ୍ତ୍ରତା?

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ । ଏକ…

1 hour ago

କୋଚିନ ସିପୟାର୍ଡରେ ସେଫ୍ଟି ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି, ଜାଣନ୍ତୁ କେତେ ମିଳିବ ଦରମା

କୋଚିନ ସିପୟାର୍ଡ ଲିମିଟେଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ୩୦ରୁ ଅଧିକ ପଦବୀରେ…

1 hour ago

ସତସଙ୍ଗ ବିହାରରେ ସିରିଜ୍‌ ଦୁର୍ଘଟଣା, ଦୁଇଟି କାର୍‌କୁ ପଛରୁ ପିଟିଲା ବସ୍‌

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ସିରିଜ୍‌ ଦୁର୍ଘଟଣା । ଭୁବନେଶ୍ବର ସତସଙ୍ଗ ବିହାର ନିକଟରେ ଘଟିଛି ଏହି ଦୁର୍ଘଟଣା । ପ୍ରଥମେ…

2 hours ago