ରୋଷେଇ ଘର ପାଖରେ ରଖୁନାହାନ୍ତି ତ ଝାଡୁ ପୋଛା, ଆଜି ହିଁ ହଟାଇ ଦିଅନ୍ତୁ, ନହେଲେ ହୋଇପାରେ ବଡ କ୍ଷତି

ଘରେ ରୋଷେଇ ଘରର ମହତ୍ତ୍ୱ ଅଧିକ ରହିଥାଏ | ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ଏମିତି ଜିନିଷ ଅଛି ଯାହାକୁ ରୋଷେଇ ଘର ଠାରୁ ଦୂରରେ ରଖିବା ଦରକାର | ବାସ୍ତୁ ଶାସ୍ତ୍ର ଅନୁଯାଇ ଘରର ରୋଷେଇ ଘରେ ଝାଡୁ ରଖିବା କଥା ନୁହେଁ | କଣ ପାଇଁ ଝାଡୁ-ପୋଛା ଘରେ ରଖିବା କଥା ନୁହେଁ ଜାଣନ୍ତି କି ?

ବାସ୍ତୁ ଶାସ୍ତ୍ର ଅନୁଯାଇ ରୋଷେଇ ଘର ସର୍ବଦା ସଫା ସୁତର ରହିବା କଥା | ହେଲେ ସଫା କାର୍ଯ୍ୟରେ ଲାଗୁଥିବା ଜିନିଷ ରୋଷେଇ ଘର ଠାରୁ ଦୂରରେ ରହିବ କଥା | ଏହି କଥାକୁ ଭଲ ଭାବେ ପାଳନ କରିବା କଥା |

ରୋଷେଇ ଘରେ ଝାଡୁ ପୋଛା ରଖିବା ଦ୍ୱାରା ଘରେ ଅନ୍ନର ଅଭାବ ହୋଇଥାଏ | କାରଣ ଝାଡୁ ପୋଛାର ସମ୍ପର୍କ ଅପରିଷ୍କାର ଜିନିଷ ସହ ରହିଥାଏ | ରୋଷେଇ ଘରେ ଭୋଜନ ତିଆରି ହେଉଥିବାରୁ ଝାଡୁ ପୋଛା ରୋଷେଇ ଘର ଠାରୁ ଦୂରରେ ରହିବା ଦରକାର |

ଝାଡୁ ପୋଛା ରୋଷେଇ ଘରେ ରହିବା ଦ୍ୱାରା ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ | ତେଣୁ ଝାଡୁ ପୋଛାକୁ ରୋଷେଇ ଘର ଠାରୁ ଦୂରରେ ରଖିଲେ ଘରେ ସୁଖ-ଶାନ୍ତି ଜାରି ରହିଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.