ଘରର ଆସବାପତ୍ର ରହିବ ଏମିତି ତ କେବେ ବି ରହିବ ନାହିଁ ଧନର ଅଭାବ, ସବୁବେଳେ ହେବ ଉନ୍ନତି

ଚୀନର ବାସ୍ତୁଶାସ୍ତ୍ର ଫେଙ୍ଗଶୁଇରେ ଜୀବନକୁ ସକାରାତ୍ମକ କରିବା ପାଇଁ ଅନେକ ଉପାୟ କୁହାଯାଇଛି। ଘର କିମ୍ବା ନିଜର ଆଖପାଖର ବାସ୍ତୁରେ କିଛି ପରିବର୍ତ୍ତନ କରି ଆପଣ ଆପଣଙ୍କ ଜୀବନରେ ସମସ୍ତ ସୁଖ, ବୈଭବ ଏବଂ ଉନ୍ନତି ପାଇପାରିବେ। ଆଜି ଆମେ ଆପଣଙ୍କୁ ଜଣାଇବୁ କିଛି ଏମିତି ଖାସ ଫେଙ୍ଗସୁଇ ଟିପ୍ସ ଯାହା ଅନୁଯାୟୀ ଆପଣ ନିଜର ଅଫିସକୁ ବାସ୍ତୁର ଅନୁକୂଳ କରିପାରିବେ ଯାହାଦ୍ବାରା ଠିକ ସମୟରେ ଆପଣଙ୍କୁ ପ୍ରମୋସନ ଏବଂ ଦରମା ମିଳିପାରିବ।

-ଚୀନ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆସବାପତ୍ରର ଡିଜାଇନ ସିମ୍ପଲ ହେବା ଉଚିତ। ଯଦି ଆସବାପତ୍ରରେ ଗୋଲାକାର ଥିବ ତେବେ ତାକୁ ତୁରନ୍ତ ପରିବର୍ତ୍ତନ କରିବା ଆବଶ୍ୟକ। ଏମିତି କୁହାଯାଏ ଯେ ଏଥିରୁ ନକାରାତ୍ମକ ଶକ୍ତିୀ ବାସ ହୋଇଥାଏ।

-ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଛୋଟ ଏବଂ ହାଲୁକା ଆସବାପତ୍ରକୁ ପୂର୍ବ ଏବଂ ଉତ୍ତର ଦିଗରେ ରଖିବା ଉଚିତ। ସେହିଭଳି ଓଜନ ଆସବାପତ୍ରକୁ ପଶ୍ଚିମ ଏବଂ ଦକ୍ଷିଣ ଦିଗରେ ରଖିବା ଶୁଭ ବୋଲି ଧରାଯାଇଥାଏ।

-ଚୀନ ବାସ୍ତୁ ଶାସ୍ତ୍ର ଅନୁଯାୟୀ ପରିବାରରେ ଶୁଖ-ଶାନ୍ତି ସବୁବେଳେ ରହିବା ପାଇଁ ପରିବାରର ସଦସ୍ୟଙ୍କ ଫଟୋ କାଠର ନିର୍ମିତ ଫ୍ରେମରେ ଲଗାଇ ପୂର୍ବ ଦିଗରେ ହୋଇଥିବା କାନ୍ଥରେ ଲଗାଇବା ଉଚିତ।

-ଯଦି ଆପଣ ନିଜ ବ୍ୟବସାୟରେ ଉନ୍ନତି କରିବାକୁ ଚାହୁଁଛନ୍ତି ତେବେ ଘରର ପୂର୍ବ ଭାଗରେ କାଠରେ ନିର୍ମିତ ଆସବାପତ୍ରକୁ ସଜାଇ ରଖନ୍ତୁ। ଏହି ଦିଗରେ ସବୁବେଳେ ସକାରାତ୍ମକ ପ୍ରଭାବ ରହିଥାଏ।

-ଅଫିସ ବା କାର‌୍ୟ୍ୟାଳୟରେ ସବୁବେଳେ ଆଲୁକା ରଙ୍ଗର ଆସବାପତ୍ରର ବ୍ୟବହାର କରିବା ଆବଶ୍ୟକ। ହାଲୁକା ରଙ୍ଗ ଦ୍ବାରା ସକାରାତ୍ମକ ଦ୍ରୁଷ୍ଟିଗୋଚର ହୋଇଥାଏ।

Pritiparna

Recent Posts

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

17 mins ago

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

54 mins ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

57 mins ago

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

1 hour ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

1 hour ago

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

2 hours ago