ନବଦମ୍ପତିଙ୍କ ଜୀବନ ଉପରେ ପ୍ରଭାବ ପକାଏ ବିବାହ କାର୍ଡ, ଜାଣନ୍ତୁ ଏନେଇ ବାସ୍ତୁ ନିୟମ

ବିବାହ ଜୀବନର ଏକ ମହତ୍ତ୍ବପୂର୍ଣ୍ଣ ଅଂଶ। କୁହାଯାଇଥାଏ କି, ବିବାହ ପରେ ମନୁଷ୍ୟର ଏକ ନୂତନ ଜୀବନ ଆରମ୍ଭ ହୋଇଥାଏ। ଏଣୁ ବିବାହ ସମୟରେ ଅନେକ ଜିନିଷ ଉପରେ ଖାସ ଧ୍ୟାନ ରଖାଯାଇଥାଏ। କିନ୍ତୁ ଏହି ସମୟରେ କିଛି ଛୋଟ ଭୁଲ ଦ୍ବାରା ଆପଣଙ୍କୁ ସାରାଜୀବନ ପଶ୍ଚତାପ କରିବାକୁ ପଡିବ। ସେହି ମଧ୍ୟରେ ଏକ ହେଉଛି ବିବାହ କାର୍ଡ। ବିବାହ କାର୍ଡରେ ମଧ୍ୟ ବାସ୍ତୁର ଧ୍ୟାନ ରଖିବାକୁ ପଡିଥାଏ। ଅଥବା ଏହାର ପରିଣାମ ଭବିଷ୍ୟତରେ ଭୋଗିବାକୁ ପଡିଥାଏ।

-କିଛି ବ୍ୟକ୍ତି ଆର୍କଷଣୀୟ କରିବା ପାଇଁ ତେଢ଼ାମେଢ଼ା କାର୍ଡ କରିଥାନ୍ତି। କିନ୍ତୁ ବାସ୍ତବରେ ଏହା ବାସ୍ତୁଶାସ୍ତ୍ର ଅନୁଯାୟୀ ଖରାପ ହୋଇଥାଏ।

-ବାସ୍ତୁ ଅନୁଯାୟୀ, କାର୍ଡର ଆକାର ବର୍ଗାକାର ହେବା ଉଚିତ୍। କାରଣ ଏହା ଦ୍ବାରା ସକାରତ୍ମକ ଉର୍ଜ୍ବା ଜାତ ହୋଇଥାଏ।

-କାର୍ଡକୁ ଆକଷର୍ଣୀୟ କରିବା ପାଇଁ ଯେକୌଣସି ରଙ୍ଗର ନକରି ତାହାକୁ ସବୁବେଳେ ହଳଦିଆ, ନୀଳ ଏବଂ ନାଲି ରଙ୍ଗର କରନ୍ତୁ। ଏଥିସହ କଳାରଙ୍ଗର ବିଲକୁଲ ମଧ୍ୟ ବ୍ୟବହାର କରନ୍ତୁ ନାହିଁ।

-ବର୍ତ୍ତମାନ କାର୍ଡରେ ଅନେକ ଲୋକ ବରବଧୂଙ୍କ ଫଟୋ ଛପାଉଥିବା ଦେଖିବାକୁ ମିଳୁଛି। କିନ୍ତୁ ବାସ୍ତୁ ହିସାବରେ ଏହା ଦ୍ବାରା ନବବିବାହିତାଙ୍କ ଜୀବନରେ ଖରାପ ପ୍ରଭାବ ପଡିଥାଏ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

4 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

1 hour ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

2 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

3 hours ago