ଲାଇଫ୍ ଷ୍ଟାଇଲ୍

ଏହି ଗଛ ଲଗାଇଲେ ଘରକୁ ଚୁମ୍ବକ ଭଳି ଆକର୍ଷିତ ହୋଇଥାଏ ଧନ, ମା’ ଲକ୍ଷ୍ମୀଙ୍କ ବରଷେ କୃପା

ଘରେ ଲଗା ଯାଇଥିବା ଗଛ ଲତା ଘରର ବାତାବରଣ ଶୁଦ୍ଧ କରିବା ସହ ଘରକୁ ସକରାତ୍ମକ ଶକ୍ତି ଆଣିଥାଏ | ଫଳରେ ବ୍ୟକ୍ତିର ଶୋଇ ହୋଇଥିବା ଭାଗ୍ୟ ମଧ୍ୟ ଖୋଲିଯିବ | ବସ୍ତୁ ଶାସ୍ତ୍ରରେ ଏମିତି ବହୁତ ଗଛ ବିଷୟରେ କୁହାଯାଇଛି | ଯାହା ବ୍ୟକ୍ତିକୁ ଠିକ ବୁଦ୍ଧି ପ୍ରଦାନ କରିଥାଏ | ଆସନ୍ତୁ ଜାଣିବା କଣ ସେହି ଗଛ ଯାହା ଘରକୁ ଚୁମ୍ବକ ଭଳି ଧାନ ଟାଣି ଆଣିଥାଏ |

ତୁଳସୀ : ସବୁ ଘରେ ଲାଗିଥିବା ଏହି ଗଛ ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାଏ | ଏହାକୁ ଘରେ ଲଗାଇଲେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ | ଏହାକୁ ପୂର୍ବ ଦିଗ ଓ ଇଷାନ କୋଣରେ ଲଗାଇଲେ ଶୁଭ ହୋଇଥାଏ | ଏହାକୁ ରବିବାର ଦିନ ଛୁଅନ୍ତୁ ନାହିଁ |

ଶମୀ : ଶାମି ଗଛ ଘରର ବାମ ଭାଗରେ ଲଗାଯାଇଥାଏ | ଏହି ଗଛ ଧନକୁ ଘରକୁ ଚୁମ୍ବକ ଭଳି ଆକର୍ଷିତ କରିଥାଏ | ଏହି ଗଛ ଘରେ ଲଗାଇଲେ ଧନର ଅଭାବ ରହିନଥାଏ |

ହଳଦୀ : ଏହାକୁ ଘରର ଉତ୍ତର ଓ ପୂର୍ବ ଦିଗରେ ଲଗାଇବା ଦରକାର | ଏହାକୁ ଘରେ ଲଗାଇଲେ ବ୍ୟକ୍ତିର ସବୁ ମନକାମନା ପୁର୍ଣ ହୋଇଥାଏ | ଏହି ଗଛ ଘରୁ ନକାରାତ୍ମକ ଶକ୍ତି ଦୂର କରିଥାଏ |

ବାଉଁଶ : ଏହି ଗଛ ଘରେ ଲଗାଇଲେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ | ଏହି ଗଛକୁ ଲାଲ କପଡ଼ାରେ ବାନ୍ଧି ଉତ୍ତର-ପୂର୍ବ ବା ଉତ୍ତର ଦିଗରେ ଲଗାଇବେ | 6 ଟି ଗଛର ବାଉଁଶ ବିଡା ଧାନକୁ ଘରକୁ ଆକର୍ଷିତ କରେ |

Niharanjan

Recent Posts

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

4 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

10 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

40 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

47 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago