ଲାଇଫ୍ ଷ୍ଟାଇଲ୍

ତାଓ୍ଵା ଧୋଇବା ବେଳେ ଏସବୁ ବିଷୟ ପ୍ରତି ଦୃଷ୍ଟି ଦିଅନ୍ତୁ, ନଚେତ୍‌ ଅସନ୍ତୁଷ୍ଟ ହେବେ ଲକ୍ଷ୍ମୀ

ମାର୍କେଟରେ ଏବେ ବହୁ ପ୍ରକାରର ତାଓ୍ଵା ମିଳୁଛି। ନର୍ମାଲ ତାଓ୍ଵାଠୁ ଆରମ୍ଭ କରି ନନ୍‌ଷ୍ଟିକ୍‌, ମାଟି ଆଦି ବହୁ ପ୍ରକାରର ତାଓ୍ଵାରେ ଲୋକମାନେ ରୁଟି ସେକିବାକୁ ପସନ୍ଦ କରୁଛନ୍ତି। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଥିବା ପ୍ରତ୍ୟେକ ଜିନିଷ ଠିକ୍‌ ଦିଗରେ ରହିବା ଉଚିତ। ଏହା ଦ୍ୱାରା ପରିବାରରେ ସୁଖ ଶାନ୍ତି ଲାଗିରହେ। ତେବେ ଆଜି ଆସନ୍ତୁ ଜାଣିବା ତାଓ୍ଵା ସହ ଜଡ଼ିତ କେତେକ ବାସ୍ତୁ ଟିପ୍ସ…

  • ବାସ୍ତୁ ଅନୁସାରେ ଖାଇବା ତିଆରି କରିସାରିବା ପରେ ତାଓ୍ଵାକୁ ସବୁବେଳେ ସବୁଠୁ ତଳ ଥାକରେ ରଖିବା ଉଚିତ। ଖୋଲାରେ ତାଓ୍ଵା ରଖିବା ଦ୍ୱାରା ବାସ୍ତୁ ଦୋଷ ଦେଖାଦିଏ।
  • ରୁଟି କରିସାରିବା ପରେ ତାଓ୍ଵାକୁ ଧୁଅନ୍ତୁ। କିନ୍ତୁ ଧ୍ୟାନ ଦେବେ ଗରମ ତାଓ୍ଵା ଉପରେ ସାଙ୍ଗେ ସାଙ୍ଗେ ପାଣି ପକାଇବେ ନାହିଁ। ଏହା ଦ୍ୱାରା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି।
  • ଶାସ୍ତ୍ରାନୁସାରେ ତାଓ୍ଵାରେ ରୁଟି କରିବା ପୂର୍ବରୁ ଏହା ଉପରେ ଅଳ୍ପ ଲୁଣ ଛିଞ୍ଚିବା ଉଚିତ୍‌। ଏହା ଦ୍ୱାରା ଘରେ ଧନର ଅଭାବ ରହେ ନାହିଁ।
  • ବାସ୍ତୁ ଅନୁସାରେ ତାଓ୍ଵାକୁ ସବୁବେଳେ ନିଜ ଡାହାଣ ପଟେ ରଖିବା ଉଚିତ।
  • ରୁଟି କରି ସାରିବା ପରେ ପ୍ରଥମ ରୁଟିକୁ ସବୁବେଳେ ଗାଈଙ୍କୁ ଦାନ କରନ୍ତୁ ଓ ଶେଷ ରୁଟି କୁକୁରଙ୍କୁ। ଏହା ଦ୍ୱାରା ଶତ୍ରୁ ଭୟ ଦୂର ହୁଏ।
WCW 11

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

5 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

9 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

9 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

9 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

9 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

9 hours ago