ଲାଇଫ୍ ଷ୍ଟାଇଲ୍

ମାଉଥଓ୍ଵାସ ସାହାଯ୍ୟରେ ମରିବ ଭାଇରସ, ତୁରନ୍ତ ସଂକ୍ରମଣ ହେବାର ଆଶଙ୍କା ଥିଲେ କରନ୍ତୁ ଏହି କାମ

କରୋନା ମହାମାରୀର ସଂକ୍ରମଣ ବଢୁଥିବା ବେଳେ ବର୍ତ୍ତମାନ ଏହାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି । ଅନେକ ସମୟରେ ଆମେ ନିଜ ଅଜାଣତରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥାଉ। ଯଦି କୈାଣସି ଲକ୍ଷଣ ଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଆପଣଙ୍କୁ କରୋନା ସଂକ୍ରମଣ ହେବାର ସନ୍ଦେହ ହେଉଛି, ତେବେ ତୁରନ୍ତ ମାଉଥ ଓ୍ଵାସ ବ୍ୟବହାର କରି ନିଜକୁ ସୁରକ୍ଷିତ କରିପାରିବେ। ଏ ସମ୍ପର୍କିତ ତଥ୍ୟ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି।

ସେହିପରି ୟ୍ରୁନାଇଟେଡ କିଙ୍ଗ୍‌ଡମ୍‌ର ଭେଲ୍ସ ସ୍ଥିତ ୟୁନିର୍ଭସିଟି ହସ୍ପିଟାଲର ଡାକ୍ତରମାନେ କରିଥିବା ରିସର୍ଚ ଅନୁସାରେ, ବଜାରରେ ମିଳୁଥିବା ମାଉଥ ଓ୍ଵାସକୁ ଠିକ୍‌ ସମୟରେ ଉପୟୋଗ କଲେ କରୋନା ସଂକ୍ରମଣରୁ ରକ୍ଷା ମିଳିପାରିବ। ଯଦି ଆପଣ କୈାଣସି କରୋନା ସଂକ୍ରମଣ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସୁଛନ୍ତି । ତେବେ ସଂକ୍ରମଣ ଆପଣଙ୍କ ପାଟି ଦେଇ ଶରୀର ଭିତରକୁ ପ୍ରବେଶ କରିବାର ଆଶଙ୍କା ରହିଥାଏ। ଏହି ସମୟରେ ନିଜ ପାଟିଭିତରେ ଥିବା ଲାଳ ଅଂଶକୁ ନଗିଳି ତୁରନ୍ତ ଛେପ ପକାଇ ମାଉଥ ଓ୍ଵାସର ପ୍ରୟୋଗ କରନ୍ତୁ। ଏହା ମଧ୍ୟ ଧ୍ୟାନ ରଖିବାକୁ ହେବ ଯେ ବ୍ୟବହାର କରୁଥିବା ମାଉଥ ଓ୍ଵାସରେ 0.07% ‘ସେଟାଇ ପିରିଡନିୟମ କ୍ଲୋରାଇଡ’ ରହିଥିବା ଆବଶ୍ୟକ।

ତେବେ ଯଦି ନିଜ ଲାଳକୁ ପାଟ ଭିତରେ ବ୍ୟକ୍ତି ଢୋକିନିଏ ତେବେ କରୋନା ଭାଇରସ ଶରୀରର ଶ୍ୱାସନତନ୍ତ୍ରରେ ପ୍ରବେଶ କରିଥାଏ। ଏହି ପରିସ୍ଥିତିରେ ମାଉଥଓ୍ଵାସ କିଭଳି କାମ କରିଥାଏ ଯଦିଓ ତାହାର କୌଣସି ସଠିକ୍ ତଥ୍ୟ ମିଳିନାହିଁ । ତେବେ ହାତକୁ ବାରମ୍ବାର ଧୋଇବା ବା ସାନିଟାଇଜ କରିବା ସହିତ ପାଟିକୁ ମାଉଥ ଓ୍ଵାସରେ ଧୋଇବା ଉଚିତ୍। ସେହିପରି କରୋନା ଭାଇରସରୁ ବଞ୍ଚିବା ପାଇଁ ହାକ୍ତରମାନେ ମଧ୍ୟ ବାରମ୍ବାର ଗରମ ପାଣି ପିଇବା ପାଇଁ ପରାମର୍ଶ ଦେଇଥାନ୍ତି ।

KNews Bureau

Recent Posts

ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି, ବୋହୂକୁ ଏମିତି ଅଫର ଦେଲା ଶଶୁର

ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି । ଶଶୁରଙ୍କ ଏଭଳି କଥାରେ ଥାନାରେ ପହଞ୍ଚିଛି ବୋହୂ…

4 mins ago

ଯୁବକ ଗିଳିଦେଲେ ଛୁଞ୍ଚି, ଲୁହା କଣ୍ଟା ଓ ନଟ-ବୋଲ୍ଟ, ମାନସିକ ସ୍ତରରେ ଦୁର୍ବଳ ହୋଇ କଲେ ଏମିତି କାଣ୍ଡ

ରାଜସ୍ଥାନ ଜୟପୁରସ୍ଥିତ ଏସଏମଏସ ସରକାରୀ ଡାକ୍ତରଖାନାର ଡାକ୍ତରମାନେ ଲେପ୍ରୋସ୍କୋପି ସାହାଯ୍ୟରେ ଜଣେ ଯୁବକଙ୍କର ଅପରେସନ୍ କରିଛନ୍ତି ଏବଂ ଯୁବକଙ୍କ ପେଟରୁ…

5 mins ago

୧୦ ଟଙ୍କିଆ ଥଣ୍ଡା ପାନୀୟ ଭିତରୁ ବାହାରିଲା କଣ୍ଡୋମ୍: ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଘଟଣାଟି ସତ

ମୋହନା(କେନ୍ୟୁଜ) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଥିବାବେଳେ ଗଜପତି ଜିଲ୍ଲାରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେଉଛି…

36 mins ago

ପୁଣି ବିରୋଧୀଙ୍କ ଉପରେ ବର୍ଷିଲେ ପାଣ୍ଡିଆନ୍, କହିଲେ ଚାଷୀଙ୍କ ପାଇଁ କିଛି କରିନି ବିଜେପି

ଭୁବନେଶ୍ୱର (କେନ୍ୟୁଜ): ବିଜେପି ଉପରେ ପୁଣି ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ୍ । କେନ୍ଦ୍ରରେ ଦଶ ବର୍ଷ କ୍ଷମତାରେ ରହିବା ସତ୍ତ୍ବେ…

47 mins ago

ସେଣ୍ଟ୍ରାଲ ବ୍ୟାଙ୍କରେ ଖାଲିପଡିଛି ଅନେକ ପଦବୀ, ଇଣ୍ଟରଭ୍ୟୁରେ ହେବ ଚୟନ

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ବ୍ୟାଙ୍କରେ ବିଭିନ୍ନ ପଦବୀ…

52 mins ago

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, SCB ମେଡିକାଲରେ ଭର୍ତ୍ତି

କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।  ସ୍ୱାସ୍ଥ୍ୟ ଅବସ୍ଥା ଖରାପ…

2 hours ago