ଚାଲିବା ଷ୍ଟାଇଲରୁ ଜାଣନ୍ତୁ ବ୍ୟକ୍ତିତ୍ବ !

ଅଧିକାଂଶ ଳୋକଙ୍କୁ ଲାଗିଥାଏ ଜଣଙ୍କର ବ୍ୟକ୍ତିତ୍ବ ବିଷୟରେ ଜାଣିବାର ତରିକା ହେଉଛି ତା’ର କଥା କହିବାର ଷ୍ଟାଇଲ୍ ଏବଂ ସଜବାଜ । କିନ୍ତୁ ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ବ୍ୟକ୍ତିଙ୍କର ଚାଲିବା ଶୖଳୀରୁ ମଧ୍ୟ ଆପଣ ଜାଣିପାରିବେ ବ୍ୟକ୍ତିତ୍ବ । ଆସନ୍ତୁ ଜାଣିବା ଆପଣଙ୍କର ଚାଲିବାର ଷ୍ଟାଇଲ୍ କ’ଣ କହୁଛି ଆପଣଙ୍କ ବିଷୟରେ –

ଚଞ୍ଚଳ ଚାଲିବା : ଯଦି କୌଣସି ବ୍ୟକ୍ତି ଜଲଦି ଜଳଦି ଚାଲୁଛନ୍ତି ସେମାନଙ୍କୁ ଦେଖି ଅନୁମାନ ଲଗାଇଯାଇପରିବ କି ସେ ବ୍ୟକ୍ତିଙ୍କୁ କେଉଁ ଠାରେ ଜଲଦି ପହଞ୍ଚିବାରେ ଅଛି । କିନ୍ତୁ ସାଧାରଣତଃ ଯେଉଁ ମାନଙ୍କର ଜଲଦି ଜଳଦି ଚାଲିବାର ଅଭ୍ୟାସ ଅଛି ସେମାନେ ବହୁତ ଶକ୍ତିଶାଳୀ ହୋଇଥାନ୍ତି । ଏବଂ ଅନ୍ୟ ବ୍ୟକ୍ତିଙ୍କ ଠାରୁ ମଧ୍ୟ ଆଶା ରଖିଥାନ୍ତି କି ସେ ବି ଜଲଦି ଜଳଦି ଚାଲନ୍ତୁ ।

ଧିରେ ଧିରେ ଚାଲିବା : ଯେଉଁ ଲୋକମାନଙ୍କ ଜୀବନରେ କୌଣସି ଚିନ୍ତା ନଥାଏ ସେମାନେ ଧିରେ ଧିରେ ଚାଲିଥାନ୍ତି । ଏହି ଲୋକମାନେ ସ୍ବଭାବରେ ବହୁତ ଶାନ୍ତ ହୋଇଥାନ୍ତି ।

ପାଦ ଘୋସାଡିକି ଚାଲିବା : ଯେଉଁ ମାନେ ମାଟି ଉପରେ ପାଦ ଘୋସାଡିକି ଚାଲିଥାନ୍ତି ସେହି ଲୋକ ମାନେ ଜଲଦି ଟିକେ କଥାରେ ରାଗି ଯାଇଥାନ୍ତି । ଏହି ଲୋକମାନେ ଅନ୍ୟର ହାବଭାବରେ ବହୁତ ଉତ୍ସାହିତ ହୋଇଥାନ୍ତି ଏବଂ କୌଣସିବି କଥାରେ ଜଲଦି ନିରାଶ ହୋଇଯାଇଥାନ୍ତି ।

ଚୁପଚାପ୍ ଚାଳିବା : ଯୋଉଁ ଲୋକମାନେ ଡରିକି ଚୁପଚାପ୍ ଚାଲିଥାନ୍ତି ସେହି ବ୍ୟକ୍ତିମାନେ ସ୍ବଭାବରୁ ବହୁତ ଲାଜକୁଳା ହୋଇଥାନ୍ତି । ଏହି ଲୋକମାନଙ୍କ ପାଖରେ ଆତ୍ମ-ସମ୍ମାନ ଖୁବ୍ କମ୍ ଥାଏ ।

ସ୍ବାସ୍ଥ୍ୟ : ଚାଲିବାର ଶୈଳୀରୁ କେବଳ ବ୍ୟକ୍ତିତ୍ବ ଏବଂ ହାବଭାବ ଜଣାପଡି ନଥାଏ, ଆପଣଙ୍କ ଚାଲିର ଶୈଳୀରୁ ଆପଣଙ୍କର ସ୍ବାସ୍ଥ୍ୟର ଅନେକ ରାଜ୍ ମଧ୍ୟ ଖୋଲିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.