ଘରେ ନଜର ଆସିଲେ ଏହି ସଙ୍କେତ ଜାଣନ୍ତୁ ହେବାକୁ ଯାଉଛି ଲକ୍ଷ୍ମୀଙ୍କ ଅାଗମନ

ଆଜିର ସମୟରେ ପ୍ରତ୍ଯେକ ମଣିଷ ଧନବାନ ହେବାକୁ ଚାହୁଁଥିବା ବେଳେ ନିଜ ଘରେ ଲକ୍ଷ୍ମୀଙ୍କ ଆଗମନ ପାଇଁ ବିଭିନ୍ନ ପ୍ରକାରର ରାସ୍ତା ଖୋଜୁଛନ୍ତି। ଏଥିପାଇଁ ଅନେକ ପ୍ରକାରର ପ୍ରୟାସ ମଧ୍ୟ କରିଥାନ୍ତି। ଜ୍ଯୋତିଷଶାସ୍ତ୍ର ଏବଂ ବାସ୍ତୁଶାସ୍ତ୍ରରେ ଏପରି କିଛି ସଙ୍କେତ ବିଷୟରେ କୁହାଯାଇଛି ଯାହା ଦ୍ବାରା ଘରକୁ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ଆସନ୍ତୁ ଜାଣିବା କଣ ରହିଛି ସେହି ସଂଙ୍କେତ।

-ଯଦି କୌଣସି ବ୍ଯକ୍ତି ସ୍ବପ୍ନରେ ଦିଆସିଲି ଜଳାଉଥିବାର ଦେଖିଥାନ୍ତି, ତାଙ୍କୁ ଏପରି ସ୍ଥାନରୁ ଧନ ପ୍ରାପ୍ତି ହୋଇଥାଏ ଯେଉଁଠାରୁ ଧନ ମିଳିବାର କୌଣସି ସମ୍ବାବନା ରହିନଥାଏ।

laxmi 2

-ଯଦି ସ୍ବପ୍ନରେ ଆପଣଙ୍କୁ କିଏ ଚେକ୍ ଲେଖୁଥିବାର ଦେଖୁଛନ୍ତି ଅର୍ଥାତ୍ ଆପଣଙ୍କୁ ଆପଣଙ୍କର ପେତୃକ ସମ୍ପତ୍ତି ମିଳିବା ପାଇଁ ଯାଉଛି। ଯାହା ଦ୍ବାରା ଆପଣଙ୍କ ବେପାର ବଢ଼ିବାର ଅଧିକ ସମ୍ବାବନା ରହିଥାଏ।

-ଯଦି କୌଣସି ବ୍ଯକ୍ତି ତାଙ୍କ ଉପରେ କୋର୍ଟ ମାମଲ କିମ୍ବା ଅଦାଲତରେ ଥିବାର କିଛି ସ୍ବପ୍ନ  ଦେଖିଥାନ୍ତି। ତେବେ ତାଙ୍କ ବହୁ ମାତ୍ରାରେ ଧନର ପ୍ରାପ୍ତି ହୋଇଥାଏ।

laxmi1

– ଘରେ ସବୁବେଳେ ଧନ ବର୍ଷା ହେବା ପାଇଁ କେବେ ମଧ୍ୟ କୌଣସି ଅସହାୟ , ଭିକାରୀ ବ୍ଯକ୍ତିଙ୍କୁ ଘର ଦୂଆର ମୁହଁରୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ । ଏହା ଦ୍ବାରା ଘରେ କେବେ ମଧ୍ୟ ଧନର ଅଭାବ ହୋଇନଥାଏ।

– ଯେଉଁ ଘରେ ସବୁବେଳେ ସୋରିଷ ତେଲର ଦୀପ ଜଳିଥାଏ ସେଠାରେ ଧନର ଅଭାବ ଦେଖିବାକୁ ମିଳିନଥାଏ। ଏହା ଛଡ଼ା ସବୁବେଳେ ଘରେ କୌଣସି ସ୍ଥାନରେ ପାଣି ଲିକ୍ କରୁନାହିଁ ତାହା ଉପରେ ଧ୍ୟାନ ରଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.