ପାଣିର ଏହି ଉପାୟ ଚମକାଇଦେବ ଆପଣଙ୍କ ଭାଗ୍ୟ, ଘରେ ବସି ବନାଇଦିଏ ଧନବାନ

ଆମେ ସମସ୍ତେ ଜାଣିଛନ୍ତି ଯେ ପାଣି ବିନା ଜୀବନ ଅସମ୍ଭବ। ଶାସ୍ତ୍ର ମଧ୍ୟ ଜଣାଇଛି ଯେ ଆମ ଶରୀରର ନିର୍ମାଣ ଯେଉଁ ପାଞ୍ଚଟି ତତ୍ତ୍ୱ ସହିତ ମିସିକି ହୋଇଛି ସେଥିମଧ୍ୟରୁ ସବୁଠାରୁ ମହତ୍ୱପୂର୍ଣ୍ଣ ଜଳ ତତ୍ତ୍ୱକୁ ହିଁ ଧରାଯାଏ। ଏହାବ୍ୟତୀତ ଜ୍ୟୋତିଷ ଶାସ୍ତ୍ରରେ ପାଣିକୁ ନେଇ କିଛି ଚମତ୍କାରୀ ଉପାୟ କୁହାଯାଇଛି ଯାହାଦ୍ୱାରା କୌଣସି ବି ଲୋକ ନିଜ ମନସ୍କାମନାକୁ ବହୁତ ସହଜରେ ପୂରା କରିପାରିବେ। ତାହେଲେ ଆସନ୍ତୁ ଜାଣିବା ପାଣିକୁ ନେଇ ସେହି ଚମତ୍କାରୀ ଉପାୟ।

ପାଣିର ଯାଦୁଗରୀ ଚମତ୍କାରୀ ଉପାୟ

-ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେଉଁ ଘରେ ଉତ୍ତର ପୂର୍ବ ଦିଶା ମଝିରେ ଏକ ପାତ୍ରରେ ଗଙ୍ଗାଜଳ ରଖାଯାଏ। ସେହି ଘରେ କେବେବି ଧନର ଅଭାବ ରହିବ ନାହିଁ।

-ଘରର ମୁଖ୍ୟ ଦ୍ୱାରରେ ସୁଦ୍ଧଜଳର ପାତ୍ର ରଖିବା ଦ୍ୱାରା ଘରେ କୌଣସି ପ୍ରକାର ନକରାତ୍ମକ ଶକ୍ତି ପ୍ରବେଶ କରିପାରିନଥାଏ। ଏମିତି କରିବା ଦ୍ୱାରା ଘରେ ସବୁବେଳେ ସକାରାତ୍ମକ ବାତାବରଣ ଲାଗିକି ରହିଥାଏ।

-ଯଦି କୌଣସି ଘରେ କଳି ଝଗଡା କିମ୍ବା ଅନ୍ୟ କିଛି ସମସ୍ୟା ଶେଷ ହେବାର ନା ଧରୁନାହିଁ ତେବେ ଏକ ଗ୍ଲାସ ଶୁଦ୍ଧଜଳରେ ଗଙ୍ଗାଜଳ କିମ୍ବା ଅନ୍ୟ କୌଣସି ତୀର୍ଥ ଜଳ ମିଶାଇ ୨୪ ଥର ଗାୟତ୍ରୀ ମନ୍ତ୍ର ଜପ କରି ଅଭିମନ୍ତ୍ରିତ କରି ପୂରା ଘରେ ଛିଞ୍ଚିବା ଦ୍ୱାରା ଘର, ପରିବାରର ସମସ୍ତ ସମସ୍ୟା କିଛି ଦିନରେ ଶେଷ ହୋଇଯାଇଥାଏ। ଏହି ଉପାୟକୁ ୭ ଥର ଘରର ମୁଖୀଆଙ୍କୁ କରିବାକୁ ହେବ।

-ଘରେ ନିୟମିତ ଶୁଦ୍ଧଜଳରେ ଭଗବାନ ଶିବଙ୍କୁ ଅଭିଷେକ କରାଇବା ଦ୍ୱାରା ଉଭୟ ବାସ୍ତବିକ ଏବଂ କାଳ୍ପନିକ ସମସ୍ୟା ଦୂର ହୋଇଯାଇଥାଏ।

-ଯେଉଁ ଲୋକଙ୍କ ଘରେ ପାଣିର ଅପବ୍ୟବହାର ହୋଇଥାଏ କିମ୍ବା ବିନା କାରଣରେ ପାଣି ନଷ୍ଟ ହୋଇଥାଏ ସେହି ଘରେ ମାନସିକ ଏବଂ ଆର୍ଥିକ ସମସ୍ୟା ଗୋଟିଏ ପରେ ଗୋଟିଏ ଲାଗିରହିଥାଏ।

-ଯେଉଁ ବ୍ୟକ୍ତି ପ୍ରତିଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଥାନ୍ତି, ସେହି ଘରେ କୌଣସି ଜିନିଷର ଅଭାବ ରହିବନାହିଁ।

Pritiparna

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

37 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

51 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago