ଲାଇଫ୍ ଷ୍ଟାଇଲ୍

ଘରର ଅନେକ ଜଟିଳ ସମସ୍ୟାକୁ ସହଜ କରିଦେବ ମହମ, ଜାଣନ୍ତୁ ଏହାକୁ କେମିତି କରିବେ ବ୍ୟବହାର

ଘରେ ସବୁବେଳେ ଯେତେବେଳେ ବି ରାତିରେ ବିଜୁଳି ଚାଲିଯାଏ ସେତେବେଳେ ଆମେ ମହମବତୀ ଲଗାଇ ଥାଆନ୍ତି। ଏବେ କିନ୍ତୁ ଏହାର ଯାଗା ଟର୍ଚ୍ଚ କିମ୍ବା ମୋବାଇଲ ଟର୍ଚ୍ଚ ନେଇଯାଇଛି। ତେବେ ଆଜି ବି ଅନେକ ସମାରୋହରେ କେକ କାଟିବା ସମୟରେ ମହମବତୀ ବ୍ୟବହାର କରାଯାଉଛି। କିନ୍ତୁ କଣ ଆପଣ ଜାଣିଛନ୍ତି ମହମବତୀର ମହମ ଆପଣଙ୍କ ଅନେକ କାମକୁ ସହଜ କରିଦେବ। ଆଜ୍ଞା ହଁ ମହମ ଆପଣଙ୍କ ଅନେକ କାମ ସାହାଯ୍ୟ କରିବ। ଆଜି ଆମେ ଆପଣଙ୍କୁ ମହମର ଅନେକ ଗୁଡିଏ କାମ ବିଷୟରେ କହିବାକୁ ଯାଉଛୁ। ତେବେ ଆସନ୍ତୁ ଜାଣିବା ମହମର ଜବରଦସ୍ତ ଫାଇଦା ବିଷୟରେ।

-ଯଦି ଆପଣ କୌଣସି କାମ କରୁଛନ୍ତି ଆଉ ହାତରେ ମଇଳା ଲାଗିଯାଇଛି। ତେବେ ଆପଣ ମହମକୁ ନଖ ଉପରେ ଲଗାଇ ପେଣ୍ଟ, ଡର୍ଟ କିମ୍ବା ଅନ୍ୟ କୌଣସି ବି କାମ କରୁଛନ୍ତି। ତେବେ ଏହାଦ୍ୱାରା ଆପଣଙ୍କୁ ରକ୍ଷା ମିଳିଯିବ।

-ମହମରେ ଲେଦରରେ ନିର୍ମିତ ହୋଇଥିବା ସବୁ ଜିନିଷକୁ ସଫା କରିବାରେ ବହୁତ ସହଜ ହୋଇଥାଏ। ଏଥିରେ ତରଳ ମହମ ବହୁତ କାମ କରିଥାଏ।

-ଯଦି ଆପଣଙ୍କ ବ୍ୟାଗ କିମ୍ବା ପ୍ୟାଣ୍ଟ ଜିପ ଜାମ ହୋଇଯାଇଛି କିମ୍ବା ଜିପର ଭଲଭାବେ କାମ କରିବ। ମହମକୁ ନେଇ ପ୍ୟାଣ୍ଟ ଚେନ ଓପୋଜିଟ୍‌ ସାଇଡରେ ରଗଡନ୍ତୁ ଏବଂ ଏହାପରେ ଜିପରକୁ ଦେବାକୁ ଟ୍ରାଏ କରନ୍ତୁ। ଏହାପରେ ଦେଖିବେ ଚେନ ଭଲ ଭାବେ କାମ ସ୍ଲାଇଡ୍‌ ହେବ।

-ଅନେକ ଥର ଏମିତି ହୋଇଥାଏ ତାଲାରେ କଳଙ୍କି ଲାଗିଯାଇଥାଏ। ଯାହାଦ୍ୱାରା ତାହା ଜାମ ହୋଇଯାଇଥାଏ ଆଉ ତାଲାରେ ଚାବି ପୁରାଇଲେ ତାହା ହୋଇନଥାଏ। ଏଭଳି ପରିସ୍ଥିତିରେ ଆପଣ ତାଲାରେ ମହମ ରଗଡିଦିଅନ୍ତି। ଦେଖିବେ ଚାବି ଠିକ ଠାକ୍‌ ଚାଲିବ।

-ଯଦି ଆପଣଙ୍କ କବାଟ ମଧ୍ୟ ଜାମ ହୋଇଯାଇଛି ତାହେଲେ ତାହା ଶବ୍ଦ ହୋଇଥାଏ। ଏହିଭଳି ହେଲେ ମଧ୍ୟ ଆପଣ ତାକୁ ଠିକ୍‌ କରିବା ପାଇଁ ମହମକୁ ତାହା ଉପରେ ରଗଡି ଦିଅନ୍ତୁ।

Pritiparna

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

5 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

15 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

26 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

55 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago