ଜାଣନ୍ତୁ ଜ୍ବର ସମୟରେ ମୁଣ୍ଡ ଉପରେ ଥଣ୍ଡା ପାଣି ରଖିବାର ଆଶ୍ଚର‌୍ୟ୍ୟଜନକ ଫାଇଦା !!

କାହାକୁ କେବେ ଜ୍ବର ହେବା ସମୟରେ ଆମେ ଦେଖିଥାଉ ତାଙ୍କ ମୁଣ୍ଡ ଉପରେ ଓଦା ପଟି ରଖାଯାଇଥାଏ। ପାଣିରେ ପଟିକୁ ଭିଜାଇ ମୁଣ୍ଡ ଉପରେ ରଖି ଜ୍ବରକୁ କମ କରିବାରେ ପ୍ରୟାସ କରାଯାଇଥାଏ। ଏଭଳି ହେବାର ଆମେ ସମସ୍ତେ ଦେଖିଛନ୍ତି , କିନ୍ତୁ ଆପଣମାନେ କେବେ ଭାବିଛନ୍ତି ଏପରି କଣ ପାଇଁ କରାଯାଏ ଏବଂ ଏହାର ପଛରେ କଣ କାରଣ ରହିଛି।

ଜ୍ବର ୧୦୧ ଡ଼ିଗ୍ରୀ ତାପମାତ୍ରାରୁ ଉପରକୁ ପହଁଚି ଯାଇଥାଏ ତେବେ ସ୍ଥିତି ବହୁତ ଗମ୍ଭୀର ହୋଇଯାଇଥାଏ। ଜ୍ବର ୧୦୩ ଡ଼ିଗ୍ରୀ ଫେରେନହାଇଟରେ ପହଞ୍ଚିବା ପରେ ବ୍ୟକ୍ତିକୁ ବହୁତ ଅସ୍ତବ୍ୟସ୍ତ ଏବଂ ବିଚଳିତ ହେବାକୁ ଲାଗିଥାଏ। ଏପରି ସ୍ଥିତିରୁ ରକ୍ଷା ପାଇବା ପାଇଁ ଥଣ୍ଡା ପାଣିରେ ପଟିକୁ ଓଦା କରି ମୁଣ୍ଡ ଉପରେ ରଖି ଜ୍ବରକୁ କମ୍ କରିବା ପାଇଁ ଚେଷ୍ଟା କରାଯାଏ କାରଣ କେତେ ଥର ଏଭଳି ସ୍ଥିତରେ ଔଷଧ ମଧ୍ୟ କାମ କରିନଥାଏ।

ଏହା ସହ ପଢ଼ନ୍ତୁ : ଆପଣ ଖାଉଛନ୍ତି କି ଆର୍ଟିଫିସିଆଲ୍ ଚିନି , ତେବେ ହୋଇ ଯାଆନ୍ତୁ ସାବଧାନ !

ଏହି ସମୟରେ ଧ୍ୟାନ ରଖନ୍ତୁ ଗୋଟିଏ ପାଣିକୁ ବାରବାର ବ୍ୟବହାର କରନ୍ତୁ ନାହିଁ ଏବଂ କିଛି ସମୟ ବ୍ୟବଧାନରେ ଏହି ପାଣିକୁ ବଦଳାଇ ଦିଅନ୍ତୁ। ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ସମୟରେ ବରଫ ପାଣିର ବ୍ୟବହାର କରନ୍ତୁ ନାହିଁ।

ଡ଼ାକ୍ତରମାନେ ମଧ୍ୟ ପରାମର୍ଶ ଦେଇଥାନ୍ତି ଥଣ୍ଡା ପାଣିରେ ପଟି ଭିଜାଇ ଭୁଣ୍ଡ ଉପରେ ରଖିଲେ ତାପମାତ୍ରା କମ ହୋଇଥାଏ। ଯଦି ଅଧିକ ଚିନ୍ତାର ବିଷୟ ହୋଇଥାଏ ତେବେ ରୋଗୀଙ୍କ ମୁଣ୍ଡକୁ ଧୋଇଦେବା କିମ୍ବା ଗାଧୋଇଦେବା ଉଚିତ, ଏହା ଦ୍ବାରା ବହୁତ ଆରାମ ମିଳିଥାଏ।

Pritiparna

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

7 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago