ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟ କବାଟ କିପରି ହେବା ଉଚିତ, ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

ଘର ସହ ଅନେକ ବାସ୍ତୁଦୋଷ ଜଡ଼ିତ ଥାଏ। ସେହିପରି ଯେଉଁ ଘରେ କୌଣସି କଥାକୁ ନେଇ ପରିବାରର ସଦସ୍ୟମାନଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥାଏ ବା ଘରର ସଦସ୍ୟ କୌଣସି ଗମ୍ଭୀର ରୋଗରେ ଚିନ୍ତିତ ରହିଥାନ୍ତି, ତେବେ ସେହି ଘରେ ନିଶ୍ଚିନ୍ତି ରୂପେ ବାସ୍ତୁ ଦୋଷ ରହିଥାଏ। ଘରର ପ୍ରତ୍ୟେକ ସ୍ଥାନ ବାସ୍ତୁ ସହ ଜଡ଼ିତ ହୋଇଥାଏ। ଯାହା ମଧ୍ୟରେ ଘରର ମୁଖ୍ୟ କବାଟରେ ଅନେକ ବାସ୍ତୁ ଦୋଷ ରହିଥାଏ।

ଜାଣନ୍ତୁ ଘରର ମୁଖ୍ୟ କବାଟ ସହ ଜଡିତ ଥିବା କିଛି ବାସ୍ତୁଦୋଷ ସମ୍ପର୍କରେ:

-ଜୀବନରେ ରଙ୍ଗର ବିଶେଷ ମହତ୍ତ୍ବ ରହିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟ କବାଟ କଳା ରଙ୍ଗ ହେବା ଅନୁଚିତ। ଘରର ମୁଖ୍ୟ କଳା ରଙ୍ଗ ହେବା ଦ୍ବାରା ଧନ ହାନି ହୋଇଥାଏ।

-ଘରର ମୁଖ୍ୟ କବାଟ ଅନ୍ୟ କବାଟ ଠାରୁ ବଡ଼ ହେବା ଉଚିତ। ଘରର ମୁଖ୍ୟ କବାଟ ଛୋଟ ହେବା ଦ୍ବାରା ଆର୍ଥିକ ପରିସ୍ଥିତି ସୃଷ୍ଟି ହୋଇଥାଏ।

-ଘରର ମୁଖ୍ୟ କବାଟରେ ସର୍ବଦା ଗଣେଶ ଏବଂ ସ୍ବସ୍ତିକ ଚିହ୍ନ ରହିବା ଉଚିତ। ଏହା ଦ୍ବାରା ଘରେ କୌଣସି ପ୍ରକାର ନକରାତ୍ମକ ଶକ୍ତି ପ୍ରବେଶ କରିନଥାଏ।

-ଘରର ମୁଖ୍ୟ କବାଟରେ କୌଣସି ପ୍ରକାର ଶଦ୍ଦ ନହେବା ଉଚିତ। ସମୟ-ସମୟ ମଧ୍ୟରେ ଏହା ଖରାପ ନହେବା ଉପରେ ଧ୍ୟାନ ରଖିବା ଉଚିତ।

ବାସ୍ତୁଶାସ୍ତ୍ର ଅନୁଯାୟୀ ଏପରି ନିୟମ ପାଳନ କରିବା ଦ୍ବାରା ଘରର ଉନ୍ନତି ହୋଇଥାଏ।

KNews Bureau

Recent Posts

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

53 seconds ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

3 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

6 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

12 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

27 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

1 hour ago