ରାଶି ହିସାବରେ ଜାଣନ୍ତୁ, ଆପଣଙ୍କୁ କେଉଁ ବୟସରେ ବିବାହ କରିବା ଉଚିତ୍ !

ବିବାହ ଆମ ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଅଟେ। କୁହାଯାଏ ଯେ ସବୁ ବ୍ୟକ୍ତିଙ୍କୁ ଉଚିତ ସମୟ ଆସିବା ପରେ ହିଁ ବିବାହ କରିନେବା ଉଚିତ। କିନ୍ତୁ ବିବାହ ପାଇଁ ଉଚିତ ସମୟ କଣ ? ଏହା ଉପରେ ଲମ୍ବା ସମୟ ଧରି ଚର୍ଚ୍ଚା ହୋଇଥାଏ। ସାଧାରଣତଃ ଏହା କୁହାଯାଏ ଯେ କୌଣସି ବ୍ୟକ୍ତିଙ୍କୁ ବିବାହ ସେତେବେଳେ କରିବା ଉଚିତ ଯେତେବେଳେ ସେ ଏଥିପାଇଁ ଶାରୀରିକ ଏବଂ ମାନସିକ ଭାବରେ ପ୍ରସ୍ତୁତ ଥିବେ। କଣ ଆପଣ ଜାଣନ୍ତି ରାଶି ହିସାବରେ ବିବାହର ଉଚିତ ସମୟ କଣ ଅଟେ। ରାଶି ଅନୁସାରେ ବ୍ୟକ୍ତିଙ୍କୁ କେଉଁ ବୟସରେ ବିବାହ କରିବା ଉଚିତ? ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

ମେଷ : ୨୬ ବର୍ଷ ବୟସ ପରେ।

ବ୍ରୁଷ : ୩୦ ବର୍ଷ ବୟସରେ।

ମିଥୁନ : ୩୦ ବର୍ଷ ବୟସ ପରେ।

କର୍କଟ : ୩୦ ବର୍ଷ ବୟସ ପରେ।

ସିଂହ : ୩୦ରୁ୪୦ ବର୍ଷ ବୟସ ମଧ୍ୟରେ।

କନ୍ୟା : ୨୫-୨୬ ବର୍ଷ ବୟସରେ।

ତୁଳା : ୨୫ରୁ୩୦ ବର୍ଷ ମଧ୍ୟରେ।

ବିଛା : ୩୦ ବର୍ଷ ବୟସ ପରେ।

ଧନୁ : ୩୫ ବର୍ଷ ବୟସରେ।

ମକର : ୨୦ରୁ୪୦ ବର୍ଷ ମଧ୍ୟରେ।

କୁମ୍ଭ : ୩୫ ବର୍ଷ ବୟସ ପରେ।

ମୀନ : ୨୬ ବର୍ଷ ବୟସରେ।

Pritiparna

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

9 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

22 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

22 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago