ଲାଇଫ୍ ଷ୍ଟାଇଲ୍

ଜାଣନ୍ତୁ ହାଡ଼ରେ ଗଭୀର ଆଘାତ ଲାଗିଲେ ସର୍ବପ୍ରଥମେ କଣ କରିବା ଉଚିତ ଏବଂ କଣ କରିବା ଅନୁଚିତ

ଯଦି କୌଣସି କାରଣରୁ ଆପଣଙ୍କ ହାଡରେ ଗଭୀର ଆଘାତ ଲାଗିଛି କିମ୍ବା ଆଘାତ ସମୟରେ ଅସହ୍ୟ ଯନ୍ତ୍ରଣା ଏବଂ ଫ୍ୟାକ୍ଚର ହେବାଭଳି ଅନୁଭବ କରନ୍ତି, ତେବେ ଆଜି ଆମେ ଆପଣଙ୍କୁ କହିବୁ ପ୍ରଥମେ ଆପଣଙ୍କୁ କଣ କରିବା ଉଚିତ୍ । ଡାକ୍ତରଙ୍କ ପାଖରେ ପହଞ୍ଚିବାକୁ କିଛି ସମୟ ଲାଗିପାରେ କିନ୍ତୁ ସେପର୍ଯ୍ୟନ୍ତ ଆହତ ଅଂଶର ଯେପରି ଅଧିକ କ୍ଷତି ହୋଇନଯାଏ ସେଥିପାଇଁ ଏହା ଜାଣିବା ନିହାତି ଜରୁରୀ ଯେ ଏହି ସମୟରେ କେଉଁ ପ୍ରାଥମିକ ଚିକିତ୍ସା କରିବା ଆବଶ୍ୟକ ।

ସର୍ବପ୍ରଥମେ ଆଘାତ ହୋଇଥିବା ଅଂଶକୁ ନିଜ ହାତରେ ସପୋର୍ଟ ଦିଅନ୍ତୁ ଏବଂ ଏହାକୁ ହଲଚଲ ହେବାକୁ ଦିଅନ୍ତୁ ନାହିଁ । କାରଣ ସେହି ସ୍ଥାନକୁ ହଲଚଲ କରିବା ଦ୍ୱାରା ହାଡ଼ ଗୁଡିକ ଭାଙ୍ଗିବାର ସମ୍ଭାବନା ଅଧିକଥାଏ । କାନ୍ଧ, ହାତ, ଗୋଡ ପରି ହାଡ ଭାଙ୍ଗିବା କିମ୍ବା ଫ୍ୟାକଚର ହେବା ପରେ ଏହାକୁ ଏକ କପଡା କିମ୍ବା ବ୍ୟାଣ୍ଡେଜରେ ଭଲ ଭାବେ ବାନ୍ଧିଦିଅନ୍ତୁ ।

ଆଣ୍ଠୁ, ଜଙ୍ଘ କିମ୍ବା ଗୋଡର ହାଡରେ ଆଘାତ ଲାଗିଲେ କଠିନ ତକିଆ କିମ୍ବା କାଠର ବ୍ୟବହାର କରିପାରନ୍ତି । ଯଦି ପରିସ୍ଥିତି ଏପରି ଅଛି କି ଆପଣଙ୍କ ହାଡ଼ରେ ଗଭୀର ଆଘାତ ଲାଗିବା ପରେ ସାହାରା ଦେବାପାଇଁ ସେଠାରେ କୌଣସି ଜିନିଷ ନାହିଁ ତାହେଲେ ଆପଣ ନିଜ ହାତରେ ସେହି ସ୍ଥାନକୁ ସପୋର୍ଟ ଦିଅନ୍ତୁ ଯାହାଫଳରେ ହାଡ ପୁଣିଥରେ ଯୋଡି ହେବାର ସମ୍ଭାବନା ରହିଥାଏ । ଏହା କରିବା ପରେ ତୁରନ୍ତ ଡାକ୍ତରଙ୍କ ନିକଟକୁ ଯାଇ ନିଜର ପରୀକ୍ଷା କରନ୍ତୁ ।

KNews Bureau

Recent Posts

ଶୀତଳ ଷଷ୍ଠୀ ଯାତ୍ରାର ଆଜି ଶେଷ ଦିନ: ଯୁଗଳ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼, ୪୦ ପ୍ଲାଟୁନ ଫୋର୍ସ ମୁତୟନ

ସମ୍ବଲପୁର/ ଚାନ୍ଦବାଲି (କେନ୍ୟୁଜ); ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ଆଜି ହେଉଛି ଶେଷ ଦିନ ।  ଗତକାଲି ବିଳମ୍ବିତ…

25 mins ago

ଶପଥ ଗ୍ରହଣ ସମାରୋହ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଦିନ ୨ରୁ ଜୟଦେବବିହାର-ନାଲକୋ ଛକ ରାସ୍ତା ବନ୍ଦ

ଭୁବନେଶ୍ୱର (କେନ୍ୟୁଜ): ଆଜି ନୂଆ ସରକାରର ଶପଥ ଗ୍ରହଣ ସମାରୋହ। ଅପରାହ୍ଣ ୫ଟାରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ ।…

38 mins ago

ନୂଆ ସରକାରରେ କେଉଁ ଜିଲ୍ଲାର ବିଧାୟକଙ୍କୁ ମିଳିବ ମନ୍ତ୍ରୀ ପଦ ? ତାଲିକାରେ ଅଛି ଏସବୁ ନାଁ

ଭୁବନେଶ୍ୱର (କେନ୍ୟୁଜ): ନୂଆ ବିଜେପି ସରକାରରେ କିଏ ହେବେ ମନ୍ତ୍ରୀ ? କେଉଁ ଜିଲ୍ଲାରୁ କେଉଁ ବିଧାୟକଙ୍କୁ ମିଳିବ ମନ୍ତ୍ରୀ…

1 hour ago

ସାମାନ୍ୟ ବଢିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଭୁବନେଶ୍ୱରରେ କ’ଣ ରହିଛି ତୈଳ ଦର

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

1 hour ago

ପୁଣି ଉପର ମୁହାଁ ହେଲା ସୁନା ଦର, ଜାଣନ୍ତୁ କେତେ ହେଲା ଦାମ୍

ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦…

1 hour ago

ସରୁନି ଗ୍ରୀଷ୍ମ ପ୍ରବାହର କଷ୍ଟ, ଜୁନ୍‌ ୧୪ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ସରୁନି ଗ୍ରୀଷ୍ମ ପ୍ରବାହର କଷ୍ଟ । ୪ ଦିନ ପାଇଁ ହିଟୱେଭ ଜାରି ରହିବ । ଉପକୂଳବର୍ତ୍ତୀ…

2 hours ago