ଲାଇଫ୍ ଷ୍ଟାଇଲ୍

ଏହି ରାଶିର ଝିଅମାନେ ଲାଇଫ ପାଟନରଙ୍କ ସଫଳତାରେ ନିଅନ୍ତି ବଡ ଭୂମିକା, ଏଥିରେ ଆପଣଙ୍କ ରାଶି ନାହିଁତ !

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାଶିରୁ ପ୍ରତ୍ୟକ ବ୍ୟକ୍ତିର ସ୍ଵଭାଵ ଓ ଭବିଷ୍ୟତ ସମ୍ପର୍କରେ ଜଣାପଡେ | ପ୍ରତି ରାଶିର ଅଲଗା ଅଲଗା ସ୍ଵଭାଵ ରହିଥାଏ | କୁହନ୍ତି ଯଦି ରାଶିରେ ଗ୍ରହ ମଜବୁତ ଓ ଶୁଭ ଥାଏ ବ୍ୟକ୍ତି ନିଜର ସଫଳତା କରିବା ସହ ଲାଇଫ ପାର୍ଟନରଙ୍କ ଭାଗ୍ୟ ମଧ୍ୟ ବଦଳାଇ ଦେଇଥାନ୍ତି |ଏମିତି ଭାଗ୍ୟଶାଳ ରାଶି କେଉଁମାନେ ଆସନ୍ତୁ ଜାଣିବା |

ବୃଷ ରାଶି :

ରାଶି ଚ କ୍ରରେ ବୃଷ ରାଶିକୁ ଦ୍ୱିତୀୟ ରାଶି ଭାବରେ ଜଣାଯାଏ | ଏହି ରାଶିର ସ୍ୱାମୀ ଗ୍ରହ ଅଟନ୍ତି ଶୁକ୍ର | ଶୁକ୍ର ଲକଜରୀ ଲାଇଫ,ଫେସନ,ବିଦେଶ ଓ ବ୍ୟବସାୟର କାରକ ଅଟନ୍ତି | ଶୁକ୍ର ଯଦି କୁଣ୍ଡଳୀରେ ଶୁଭ ସ୍ଥିତିରେ ଥାଆନ୍ତି ତେବେ ସେ ଲାଇଫ ପାଟନରଙ୍କ ଭାଗ୍ୟ ବଦଳାଇ ଦିଅନ୍ତି | ଲଭ ପାଟନର ହୁଅନ୍ତୁ ବା ଲାଇଫ ପାଟନରଙ୍କ ସଫଳତାରେ ଶୁକ୍ରଙ୍କ ବିଶେଷ ଯୋଗଦାନ ରହିଛି | ତେଣୁ ବୃଷ ରାଶି ଝିଅ ତାଙ୍କ ଲାଇଫପାଟନରଙ୍କ ସଫଳତାରେ ବିଶେଷ ଯୋଗଦାନ ଦେଇଥାନ୍ତି |

କନ୍ୟା ରାଶି :

ସମସ୍ତ 12 ରାଶିଙ୍କ ମଧ୍ୟରେ କନ୍ୟା ରାଶିର ବିଶେଷ ମହତ୍ୱ ରହିଛି | ଏହି ରାଶିକୁ ଏକ ପରିପକ୍ଵ ବା ସମ୍ବେଦନଶିଳ ରାଶି ବୋଲି କୁହାଯାଏ | ଯେଉଁମାନେ ଏହି ରାଶିରେ ଜନ୍ମ ନେଇଥାନ୍ତି ସେମାନେ ସବୁ କାର୍ଯ୍ୟକୁ ବହୁତ ଦାୟିତ୍ୱ ଓ ଗମ୍ଭୀରତା ସହ କରିଥାନ୍ତି | କନ୍ୟା ରାଶିର ଝିଅମାନେ ଜଣେ ଭଲ ବୋହୁ,ଭଲ ପତ୍ନୀ ଓ ଭଲ ମା ହେବ ପାଇଁ ବହୁତ ପରିଶ୍ରମ କରିଥାନ୍ତି | ଯଦି ଏହି ରାଶି ର କୁଣ୍ଡଳୀରେ ଶୁଭ ଗ୍ରହ ସ୍ଥିତି ଥାଏ ସେମାନେ ନିଜ ଜୀବନ ସାଥିର ସଫଳତାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି | ଜୀବନ ସାଥିର ସୁଖ ଦୁଃଖରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି |

ମକର ରାଶି :

ମକର ରାଶିର ଝିମାନେ କେବେ ହାର ମାନନ୍ତି ନାହିଁ | ଏମାନେ ଯେଉଁ କାମକୁ କରିବା ପାଇଁ ଥରେ ନିଷ୍ପତି ନିଅନ୍ତି, ତାହାକୁ ଶେଷ କରି ହିଁ ନିଃଶ୍ୱାସ ନିଅନ୍ତି | ଏମାନେ ନିଜ ଜୀବନ ସାଥି ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି | ମକର ରାଶିର ସ୍ୱାମୀ ଗ୍ରହ ହେଲେ ଶନି | ଶନି ଯେତେବେଳେ ଶୁଭ ହୋଇଥାନ୍ତି ଏମାନେ ଲାଇଫ ପାଟନରଙ୍କ ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି | ଏମାନେ ଦୂରଦର୍ଶୀ ହୋଇଥିବାରୁ ସବୁ ମାମଲାରେ ସଠିକ ଉପଦେଶ ପ୍ରଦାନ କରିଥାନ୍ତି |

Niharanjan

Recent Posts

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

18 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

20 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

55 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago