ଏହି ଲକ୍ଷଣରୁ ଜାଣନ୍ତୁ ଆପଣଙ୍କୁ ଲାଗିଛି କାହାର ନଜର

ଅନେକ ସମୟରେ ସବୁକିଛି ଠିକ୍ ଚାଲୁଥିବା ମସମୟରେ ହଠାତ୍ ବିନା କୌଣସି କାରଣରେ ସମସ୍ତ କାମ ବିଗିଡ଼ିବା ଆରମ୍ଭ ହୋଇଥାଏ। ଜୋତିଷ ଶାସ୍ତ୍ର ଅନୁଯାୟୀ କୌଣସି ବ୍ୟକ୍ତିଙ୍କର ନଜର ଲାଗିଥିଲେ ଏପରି ହୋଇଥାଏ। ଯେତେବେଳେ କିଏ ଆପଣଙ୍କର ସଫଳତା ଏବଂ ଖୁସି ଦେଖି ଇର୍ଷା କରିଥାନ୍ତି ଏବଂ ବାରମ୍ବାର ଆପଣଙ୍କ ବିଷୟରେ ଖରାପ ଚିନ୍ତା କରିଥାନ୍ତି ସେତେବେଳେ ଏପରି ହୋଇଥାଏ। ଖାସ କରି ଯେଉଁବ୍ୟକ୍ତି ଦୁର୍ବଳ ଇଛା ଶକ୍ତି ବିଶିଷ୍ଟ ହୋଇଥାନ୍ତି ସେମାନଙ୍କୁ ଖରାପ ନଜର ଖୁବ ଶୀଘ୍ର ଲାଗିଥାଏ। ଆସନ୍ତୁ ଜାଣିବା କିଛି ଏପରି ସଂଙ୍କେତ ଯେଉଁଥିରୁ ଜଣାପଡ଼ିବ ଲାଗିଛି ଆପଣଙ୍କୁ ନଜର।

– ଖରାପ ନଜର ଲାଗିଥିଲେ ବ୍ୟକ୍ତିଙ୍କ ଶରୀର ବାରମ୍ବାର ଅସୁସ୍ଥ ରହିଥାଏ।

-ଶରୀରରେ ନକାରତ୍ମକ ଶକ୍ତିର ପ୍ରଭାବ ବଢ଼ିଥିଲେ, ବ୍ୟକ୍ତିଙ୍କର ସ୍ବଭାବରେ କ୍ରୋଧ ଏବଂ ଚିଡ଼ିଚିଡ଼ାପଣ ଅଧିକ ନଜର ଆସିଥାଏ। ଛୋଟଛୋଟ କଥାରେ ବହୁତ ଅଧିକ ରାଗିଥାନ୍ତି।

ଆହୁରି ପଢ଼ନ୍ତୁ : ଘରେ ମନିପ୍ଲାଣ୍ଟ୍ ଗଛ ଲଗାଇଛନ୍ତି ? ଯଦି ଦିଗ ଭୁଲ ହୁଏ ତେବେ ହୋଇଯିବେ ବରବାଦ୍

-ଖରାପ ନଜର ଲାଗିଥିବା ବ୍ୟକ୍ତି ଜଣଙ୍କ ମାନସିକ ସ୍ତରରେ ଚାପ ଅନୁଭୁତ କରିଥାନ୍ତି। କୌଣସି ସ୍ଥାନରେ ବା କାମରେ ତାଙ୍କର ମନ ଲାଗିନଥାଏ।

-ଯଦି ସଂପୂର୍ଣ୍ଣ ଘରକୁ କାହାର ଖରାପ ନଜର ଲାଗିଥାଏ ତେବେ ଘରେ ସବୁବେଳେ ଅଶାନ୍ତି ଏବଂ ଝଗଡ଼ା ଲାଗି ରହିଥାଏ।

-ଯେଉଁ ବ୍ୟକ୍ତିଙ୍କୁ କାହାର ଖରାପ ନଜର ଲାଗିଥାଏ ତାହାକୁ ସବୁବେଳେ ଖରାପ ସ୍ବପ୍ନ ଆସିଥାଏ। ଏହା ଛଡ଼ା ଅମାବାସ୍ୟା ଏବଂ ପୂର୍ଣ୍ଣିମା ତିଥିରେ ଆଶାନ୍ତି ଅନୁଭୂତ ହୋଇଥାଏ ।

KNews Bureau

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

6 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

38 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

41 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

47 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

56 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

56 mins ago