World Idli Day : ଜାଣନ୍ତୁ କେମିତି ସହଜରେ ପ୍ରସ୍ତୁତ କରିବେ ସ୍ବାଦିଷ୍ଟ ସ୍ପଞ୍ଜୀ ଇଡଲୀ

ସାଧାରଣତଃ ଆପଣଙ୍କୁ ଲାଗୁଥିବ ଯେ ଇଡଲୀ ଦକ୍ଷୀଣ ଭାରତର ବ୍ୟଞ୍ଜନ ଆଟେ। କିନ୍ତୁ ଏହା ସତ ନୁହେଁ। ଇଡଲୀର ଇତିହାସ ବହୁ ପୁରାତନ ଅଟେ ଏହି ଡିସ ଇଣ୍ଡୋନେସିୟା ରୁ ଭାରତ ଆସିଥିଲା ଏବଂ ଦକ୍ଷୀଣ ଭାରତ ସମେତ ପୂରା ଦେଶର ସ୍ବାଦରେ ସାମିଲ ହୋଇଗଲା। ଏହା ଭାରତକୁ ୮୦୦ ରୁ ୧୨୦୦ ବର୍ଷ ପୂର୍ବେ ଆସିଥିଲା। ଏହାର ଉଦ୍ଭବ ‘ଇଡଲିଗ’ରୁ ହୋଇଥିଲା। ଏହା କନଡ ସାହିତ୍ୟରୁ ଜଣାପଡିଛି। ଏହି ଇଡଲୀ ଭାରତରେ ଏତେ ଲୋକପ୍ରିୟ ହୋଇଗଲା ଯେ ଏହାକୁ ନେଇ ଏକ ଦିବସ ପାଳନ କରାଯାଉଛି। ଏଥିପାଇଁ ସବୁ ବର୍ଷ ମାର୍ଚ୍ଚ ୩୦ରେ ‘ଇଡଲୀ ଦିବସ’ ପାଳନ କରାଯାଏ। ଆସନ୍ତୁ ଜାଣିବା କେଉଁଭଳି ଭାବେ ଆପଣ ଘରେ ସହଜରେ ଇଡଲୀ ବନାଇ ତାହାର ଆନନ୍ଦ ଉଠାଇପାରିବେ।

ସାମଗ୍ରୀ

ଚାଉଳ – ୩ ଛୋଟ ଗିନା

ବିରି – ଏକ ଛୋଟ ଗିନା

ଲୁଣ – ସ୍ବାଦାନୁସାରେ

କଳାମରୀଚ – ଏକ ଛୋଟ ଚାମଚ

ତେଲ ବା ଘିଅ – ୫ ରୁ ୬ ଛୋଟ ଚାମଚ (ଇଡଲୀ ଷ୍ଟାଣ୍ଡରେ ଲଗାଇବା ପାଇଁ)

ପ୍ରସ୍ତୁତି ପ୍ରଣାଳୀ

ବିରି ଏବଂ ଚାଉଳକୁ ପାଞ୍ଚ ଛଅ ଘଣ୍ଟା ପାଇଁ ପାଣିରେ ଭିଜାଇ ଦିଅନ୍ତୁ। ଏହାପରେ ବିରି ଏବଂ ଚାଉଳକୁ ଧୋଇ ଅଳ୍ପ ପାଣି ଦେଇ ଗ୍ରାଇଡିଂ କରିଦିଅନ୍ତୁ। ପରେ ଏହି ମିଶ୍ରଣରେ ବେକିଂ ସୋଡା ପକାଇ ଗୋଳାଇ ଦିଅନ୍ତୁ ଏହାକୁ କିଛି ସମୟ ପାଇଁ ଛାଡି ଦିଅନ୍ତୁ।

ଏହାପରେ ପେଷ୍ଟରେ ଲୁଣ ଏବଂ କଳା ମରୀଚ ପକାଇ ଦିଅନ୍ତୁ। ଯଦି ଆପଣ ଡାଏ ଫ୍ରୁଟ୍ସ ପକାଇବାକୁ ଚାହୁଁଛନ୍ତି ତେବେ ତାହାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଇଡଲୀ ଷ୍ଟାଣ୍ଡ ତଳେ ଆବଶ୍ୟକ ଅନୁସାରେ ପାଣି ଦିଅନ୍ତୁ।

ଷ୍ଟାଣ୍ଡରେ ତେଲ ଲଗାଇ ଦିଅନ୍ତୁ, ଏହାପରେ ସେଥିରେ ଏହି ମିଶ୍ରଣକୁ ଦିଅନ୍ତୁ। ଆପଣଙ୍କ ଷ୍ଟାଣ୍ଡ ଅନୁଯାୟୀ ଗୋଟିଏ ଟାଇମରେ ୧୨ ରୁ ୧୬ ଇଡଲୀ ପ୍ରସ୍ତୁତ କରିପାରିବେ।

ଇଡଲୀ ଷ୍ଟାଣ୍ଡର ଢ଼ାଙ୍କଣାକୁ ଘୋଡାଇ ଦିଅନ୍ତୁ। ୧୫ ମିନିଟ ପର‌୍ୟ୍ୟନ୍ତ ହାଇ ଆଞ୍ଚରେ ରଖି ଦିଅନ୍ତୁ। ଏହାପରେ ଗୋଟିଏ ଛୁରିରେ ଇଡଲୀକୁ ଦେଖିପାରିବେ ଏହା ସମ୍ପୂର୍ଣ୍ଣ ଭାବରେ ହୋଇଛି ନା ନାହିଁ। ଯଦି ଛୁରୀ ରେ ଲାଗିଯାଏ ତେବେ ଜାଣନ୍ତୁ ଏହା ଠିକ ଭାବରେ ହୋଇନାହିଁ।

ଏହା ଠିକ ଭାବରେ ହୋଇଗଲା ପରେ ଏହାକୁ କାଢ଼ି ଦିଅନ୍ତୁ। ଏବଂ ଚଟଣୀ ସହିତ ଏହି ସୁସ୍ବାଦୁ ଇଡଲୀକୁ ଖାଇବାକୁ ଦିଅନ୍ତୁ।

Pritiparna

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

1 hour ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago