ଦହି ଖାଇବାର ରହିଛି ଅନେକ ଫାଇଦା, ଦୂର କରିଥାଏ ମହିଳାଙ୍କର ବହୁ ସମସ୍ୟା

କ୍ଷୀର ଏବଂ ଦହି ଖାଇବା ଆମ ସ୍ୱାସ୍ଥ୍ୟପକ୍ଷେ ହିତକର। କିନ୍ତୁ ଆଜିକାଲି ଅନେକ ଲୋକ ନିରାମିଷ ଡାଏଟ କରିବା ପାଇଁ ପସନ୍ଦ କରୁଛନ୍ତି। ଏହି ଡାଏଟ କରିବା ଦ୍ୱାରା ପଶୁଙ୍କ ସହିତ ଜଡିତ କୌଣସି ପଦାର୍ଥ ମଧ୍ୟ ଖାଇବାକୁ ବାରଣ କରାଯାଏ। ଏଥିରେ କ୍ଷୀର ମଧ୍ୟ ସାମିଲ ରହିଛି। ଏହି ପ୍ରକାର ଡାଏଟକୁ ମହିଳା ଏବଂ ପୁରୁଷ ଦୁହେଁ ଅନୁକରଣ କରୁଛନ୍ତି। କିନ୍ତୁ ଅନେକ ଅଧ୍ୟୟନରୁ ଜଣାପଡିଛି ଯେ, ପ୍ରତିଦିନ ଦହି ଖାଇବା ଦ୍ୱାରା ମହିଳାମାନଙ୍କ ଠାରେ ଦେଖାଯାଉଥିବା ରୋଗ ଏବଂ ଫୁଲିବା ସମସ୍ୟା କମ୍‌ ହୋଇଥାଏ।

ପ୍ରତିଦିନ ଦହି ସେବନ କରିବା ଦ୍ୱାରା ଅନ୍ତନଳୀରେ ଉତ୍ତମ ଜୀବାଣୁ ସୃଷ୍ଟି ହୋଇଥାନ୍ତି। ଯାହା ଖାଦ୍ୟକୁ ପାଚନ କରିବାରେ ସାହାଯ୍ୟ କରିଥାଏ। କେବଳ ଏତିକି ନୁହେଁ, କୋଷ୍ଠକାଠିନତ୍ୟ ଏବଂ ଆଜମା ଭଳି ରୋଗ କମ୍‌ ହେବାରେ ମଧ୍ୟ ସାହାଯ୍ୟ କରିଥାଏ। ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଦହି ଏଣ୍ଡୋଟକ୍ସିନକୁ ରୋକିବାରେ ସହାୟକ ହୋଇଥାଏ, ଯାହା ମହିଳାମାନଙ୍କୁ ଫୁଲିବା ସମ୍ବନ୍ଧିତ ମଲିକ୍ୟୁଲ୍ସକୁ ବଢିବାରୁ ରୋକିଥାଏ।

ଏହାସହ ପଢ଼ନ୍ତୁ ; ଅନେକ ରୋଗରୁ ରକ୍ଷା କରିଥାଏ ସେଓ ଓ ପିଜୁଳି, ଜାଣନ୍ତି କି ?

ଏକ ପରୀକ୍ଷଣରେ କିଛି ମହିଳାଙ୍କୁ ପ୍ରତିଦିନ ଦହି ଖାଇବା ପାଇଁ ଦିଆଯାଇଥିବା ବେଳେ ଅନ୍ୟ କେତେକ ମହିଳାଙ୍କୁ ବିନା କ୍ଷୀର ଜାତୀୟ ଖାଦ୍ୟ ଖାଇବାକୁ ଦିଆଯାଇଥିଲା। ଦୁଇ ମାସ ପରେ ଉକ୍ତ ମହିଳାମାନଙ୍କ ରକ୍ତକୁ ପରୀକ୍ଷା କରାଯାଇଥିଲା। ଯେଉଁ ମହିଳାମାନେ ଲଗାତାର ଦହି ଖାଇଥିଲେ ସେମାନଙ୍କ ରକ୍ତରେ ଫୁଲିବାର ମାତ୍ରା କମ୍‌ ଦେଖିବାକୁ ମିଳିଥିଲା।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago