ଲାଇଫ୍ ଷ୍ଟାଇଲ୍

ଆପେଣ୍ଡିସକ୍ସ ଆଡକୁ ଇସାରା କରିଥାଏ ଏହି ଲକ୍ଷଣ, ପୂର୍ବରୁ ହିଁ ହୋଇଯାନ୍ତୁ ସତର୍କ

ପେଟରେ ଯନ୍ତ୍ରଣା ହେବା ଏକ ସାଧାରଣ କଥା। କିନ୍ତୁ ଯେତେବେଳେ ଏହି ଯନ୍ତ୍ରଣା ବଢ଼ିବାକୁ ଲାଗେ ସେତେବେଳେ ଆପେଣ୍ଡିକ୍ସର ଭୟ ରହିଥାଏ। କିନ୍ତୁ ପ୍ରାୟ ସମୟରେ ଲୋକମାନେ ଏହି ଯନ୍ତ୍ରଣାକୁ ସାମାନ୍ୟରେ ନେଇଯାନ୍ତି, ଯାହା ପରେ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ। ଆପେଣ୍ଡିକ୍ସରେ ପେଟରେ ଅଚାନକ ଯନ୍ତ୍ରଣା ହେବାକୁ ଲାଗିଥାଏ। ଛିଙ୍କିଲେ ଏବଂ କାଶିଲେ ଏହି ଯନ୍ତ୍ରଣା ଅଧିକ ବଢ଼ିଯାଏ। ଆଜି ଆମେ ଆପଣଙ୍କୁ ଏହି ଲକ୍ଷଣ ବିଷୟରେ ଆପଣଙ୍କୁ ଜଣାଇବୁ ଯାହାଦ୍ୱାରା ଆପଣ ସମୟ ପୂର୍ବରୁ ସତର୍କ ହୋଇପାରିବେ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ଆପେଣ୍ଡିକ୍ସର ଲକ୍ଷଣ

-ପେଟରେ ବହୁତ ଜୋରରେ ଯନ୍ତ୍ରଣା ହେବା

-ଭୋକ ନ ଲାଗିବା

-ବାନ୍ତି

-କବ୍ଜ ସମସ୍ୟା

-ଜ୍ୱର

-ପେଟ ଫୁଲିବା

-ମଳ ତ୍ୟାଗ କରିବାରେ ସମସ୍ୟା

Pritiparna

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

9 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

42 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

44 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

51 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

59 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

60 mins ago