ଲାଇଫ୍ ଷ୍ଟାଇଲ୍

ବାସି ରୁଟି ଖାଇବାର ଏହି ୧୦ଟି ଫାଇଦା ବିଷୟରେ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଆଜିକାଲି ଲୋକେ ନିଜ ଫିଟନେସ ପାଇଁ କେତେ କ’ଣ ପଇସା ଖର୍ଚ୍ଚ କରନ୍ତି। କିନ୍ତୁ ସୁସ୍ଥ ରହିପାରନ୍ତି ନାହିଁ। ଯଦି ଆପଣଙ୍କୁ ନିଜ ଫିଟନେସ ପ୍ରତି ଚିନ୍ତା ଅଛି, ତେବେ ଆପଣ ଅଯଥା ଖର୍ଚ୍ଚ ନ କରି ଖାଇପାରିବେ ବାସି ରୁଟି। ବାସି ରୁଟି ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇପାରେ। କାରଣ, ଏଥିରେ ରହିଛି ପୋଷକ ତତ୍ତ୍ୱ। ଏହା କେବଳ ମସଲସକୁ ଶକ୍ତ କରି ନ ଥାଏ, ବରଂ ଇମ୍ୟୁନ ଶକ୍ତିକୁ ମଧ୍ୟ ମଜଭୁତ କରିବାରେ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ବାସି ରୁଟିର ଫାଇଦା ସମ୍ପର୍କରେ।

୧. ବାସି ରୁଟିରେ ପ୍ରଚୁର ମାତ୍ରାରେ ପ୍ରୋଟିନ ଅଛି। ପ୍ରତିଦିନ ସକାଳେ ବାସି ରୁଟି ଖାଇଲେ ଶରୀର ଶକ୍ତିଶାଳୀ ହୋଇଥାଏ। ଏହାଦ୍ୱାରା ମସଲସ ବନିଥାଏ।

୨. ଯେଉଁ ଲୋକଙ୍କୁ ସବୁବେଳେ ଦୁର୍ବଳ କିମ୍ଵା ଥକ୍କା ଲାଗିଥାଏ, ଏମାନେ ବାସି ରୁଟି ଖାଇବା ଉଚିତ। ଏହାଦ୍ୱାରା କାର୍ବୋହାଇଡ୍ରେଟସର ଅଭାବ ଦୂର ହୋଇଯାଇଥାଏ, ଯଦ୍ଦ୍ୱାରା ତୁରନ୍ତ ଶକ୍ତି ମିଳିଥାଏ।

୩. ଯଦି ଆପଣଙ୍କର ହଜମ ସମ୍ବନ୍ଧୀୟ ସମସ୍ୟା ରହିଛି, ତା’ହେଲେ ବାସି ରୁଟି ଖାଇବା ଲାଭଦାୟକ ହୋଇଥାଏ। ଏଥିରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ। ଏହାକୁ ଖାଇଲେ ଗ୍ୟାସ, କବ୍ଜ ଏବଂ ପେଟ ଫୁଲିବା ଭଳି ସମସ୍ୟାରୁ ଛୁଟକାରା ମିଳିଥାଏ।

୪. ବାସି ରୁଟି ଖାଇଲେ ପେଟର ଚର୍ବି କମିଯାଇଥାଏ। ଏହାସହିତ ମେଟାବଲିଜମ ବଢ଼ିଆ ବନିଥାଏ। ଏହାଦ୍ୱାରା ଭୋକ ମଧ୍ୟ ନିୟନ୍ତ୍ରିତ ରହିଥାଏ।

୫. ବାସି ରୁଟି ଖାଇଲେ ଉଚ୍ଚ ରକ୍ତଚାପ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହା ରକ୍ତ ପ୍ରବାହକୁ ଠିକ କରି ଶ୍ଵାସନଳୀ ବ୍ଲକେଜକୁ ଦୂର କରିଥାଏ।

୬. ଯେଉଁ ଲୋକଙ୍କ ଶରୀର ସବୁବେଳେ ଗରମ ଲାଗିଥାଏ, ସେମାନେ ପ୍ରତିଦିନ ସକାଳେ କ୍ଷୀର ସହିତ ବାସି ରୁଟି ଖାଇବା ଉଚିତ। ଏହା ଶରୀରର ତାପମାତ୍ରାକୁ ସାମାନ୍ୟ ରଖିଥାଏ।

୭. ବାସି ରୁଟି ଖାଇଲେ ସୁଗାର ଲେବୁଲ ସାମାନ୍ୟ ରହିଥାଏ। ଏହା ଇନସୁଲିନକୁ ନିୟନ୍ତ୍ରିତ କରି ରକ୍ତରେ ମହଜୁଦ ଥିବା ଅତିରିକ୍ତ ସୁଗାର ମାତ୍ରାକୁ କମ କରିବାରେ ସହାୟକ ହୋଇଥାଏ। ଏହାଦ୍ୱାରା ଡାଇବେଟିଜ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ।

୮. ବାସି ରୁଟି ସକାଳ ଜଳଖିଆରେ ଖାଇଲେ ଭିଟାମିନ ଅଭାବ ଦୂର ହୋଇଯାଇଥାଏ। ଏଥିରେ ଶରୀରକୁ ଶକ୍ତି ମିଳିଥାଏ, ଯଦ୍ଦ୍ୱାରା ମୁଣ୍ଡବିନ୍ଧା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।

୯. ବାସି ରୁଟି ଖାଇଲେ ହାଡ଼ ଶକ୍ତ ହୋଇଥାଏ। ଏଥିରେ ଥିବା ପ୍ରୋଟିନ ଏବଂ କ୍ୟାଲସିୟମ ବୋନ ମ୍ୟାରୋ ଜୁସକୁ ବନାଇବାରେ ସାହାଯ୍ୟ କରିଥାଏ।

୧୦. ଯେଉଁ ଲୋକଙ୍କୁ ରକ୍ତଚାପ ସମସ୍ୟା ରହିଥାଏ, ତାଙ୍କ ପାଇଁ ବାସି ରୁଟି ଲାଭଦାୟକ ହୋଇଥାଏ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago