ଦୀପ ଜଳାଇବା ପରେ ନିଶ୍ଚିତ ଜପ କରନ୍ତୁ ଏହି ମନ୍ତ୍ର, ପୂର୍ଣ୍ଣ ହେବ ସମସ୍ତ ମନସ୍କାମନା

ହିନ୍ଦୁ ଧର୍ମରେ ପୂଜା କରିବା ସମୟରେ ଦୀପ ଜଳାଇବା ବହୁତ ଶୁଭ ବୋଲି ଧରାଯାଏ। ଏହା ମଧ୍ୟ କୁହାଯାଏ ଯେ ଯେଉଁ ବ୍ୟକ୍ତି ନିଜ ଘରେ ସବୁଦିନ ପୂଜା କରିବା ସମୟରେ କିମ୍ବା ସବୁଦିନ ଦୀପ ଜଳାଇଥାନ୍ତି ତାଙ୍କ ଘରେ କେବେବି ଅସୁବିଧା ସମସ୍ୟା ଆସି ନଥାଏ। ଘର ସବୁବେଳେ ସୁଖ, ଶାନ୍ତିରେ ଭରି ରହିଥାଏ। ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ତ୍ର ବିଷୟରେ ଜଣାଇବୁ ଯାହାକୁ ଜପ କରି ଆପଣ ସବୁ କିଛି ହାସଲ କରିପାରିବେ।

ସେହି ମନ୍ତ୍ର ହେଉଛି :

‘‘ଶୁଭମ୍ କରୋତି କଲ୍ୟାଣଂ, ଆରୋଗ୍ୟଂ ଧନ ସମ୍ପଦାମ୍ ।
ଶତ୍ରୁବୁଦ୍ଧି ବିନାଶାୟ, ଦୀପଂ ଜ୍ୟୋତି ନମସ୍ତୁତେ’’

ହିନ୍ଦୁ ଧର୍ମରେ ଏମିତି କୁହାଯାଇଛି ଯେ ଦୀପକୁ ପ୍ରଣାମ କରି ଏହି ମନ୍ତ୍ରକୁ ଜପ କରିବା ଦ୍ବାରା ମନୁଷ୍ୟର ସବୁ ସମସ୍ୟା ଦୂର ହୋଇଯାଇଥାଏ ଏବଂ ସବୁକିଛି ସଫଳ ହୁଏ।

ଏହା ସହ ପଢ଼ନ୍ତୁ : ’ଓମ୍’ ଉଚ୍ଚାରଣ କରିବା ଦ୍ବାରା ମିଳିଥାଏ ଏହି ୫ ସ୍ବାସ୍ଥ୍ୟଗତ ଫାଇଦା

ଯଦି ଆପଣ ଏହି ମନ୍ତ୍ରର ଜପ କରିବେ ତେବେ ଲାଭ ହେବା ସୁନିଶ୍ଚିତ ଅଟେ। ଆପଣ ଏହି ମନ୍ତ୍ରକୁ ଦୀପ ଜଳାଇବା ସମୟରେ ଏବଂ ଜଳାଇବା ପରେ ପଢ଼ିବା ଉଚିତ।

ଯଦି ଏହିପରି ଭାବେ ପୂଜା କରନ୍ତି ତେବେ ଆପଣ କିଛି ଦିନ ମଧ୍ୟରେ ଧନୀ ହୋଇଯିବେ। ଏହା ସହିତ ଆପଣଙ୍କ ସମସ୍ତ ରୋଗ ଏବଂ ଶତ୍ରୁର ନାଶ ହେବ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago