ବିବାହ ପରେ ଛୁଆକୁ ନେଇ ସବୁବେଳେ ଦମ୍ପତ୍ତିଙ୍କ ମନରେ ପିଲାଙ୍କୁ ନେଇ ପ୍ରଶ୍ନ ରହିଥାଏ ଏବଂ ଚିନ୍ତା ଥାଏ। ସେହିଭଳି ଜଣେ ମହିଳା ବିବାହ ପରେ କେତେଟା ପିଲାର ମା’ ହେବେ ତାହା ତାଙ୍କ ରାଶି ଉପରେ ମଧ୍ୟ ନିର୍ଭର କରିଥାଏ। ରାଶି ହିସାବରେ ପ୍ରତ୍ୟେକ ମହିଳା କେତୋଟି ପିଲାର ମା’ ହେବେ ତାହା ସହଜରେ ଜଣା ଯାଇପାରିବ।
-ମେଷ, କନ୍ୟା, ଧନୁ ଏବଂ କୁମ୍ଭ ରାଶିର ଅଧିକାଂଶ ମହିଳା ଗୋଟିଏ ପିଲାର ମା’ ହୋଇଥାନ୍ତି। ଏହାର କାରଣ ତାଙ୍କର ସ୍ବଭାବ ମଧ୍ୟ ହୋଇଥାଏ। ଏହି ରାଶିର ମହିଳାଙ୍କୁ ବୁଲିବାକୁ ବହୁତ ପସନ୍ଦ ହୋଇଥାଏ, ଏଥିପାଇଁ ଏମାନେ ଦାୟିତ୍ବ ନେବା ପାଇଁ ପ୍ରସ୍ତୁତ ହୋଇ ନଥାନ୍ତି। ଏମାନଙ୍କୁ ଗୋଟିଏ ପିଲା ସମ୍ଭାଳିବା ବହୁତ କଷ୍ଟକର ହୋଇଥାଏ।
ନିଶ୍ଚୟ ପଢ଼ନ୍ତୁ : ଆପଣ ମଧ୍ୟ ଓଷା ଏବଂ ବ୍ରତରେ ଉପବାସ କରୁଛନ୍ତି କି ? ତେବେ ଜାଣି ରଖନ୍ତୁ ଏହାର ଫାଇଦା
-ମକର ରାଶିର ମହିଳାଙ୍କର ରାଶି ହିସାବରେ ବିବାହ ପରେ ତିନିଟି ପିଲା ହୋଇଥାଏ।
-ସିଂହ, ତୁଳା ଏବଂ ମୀନ ରାଶିର ମହିଳାମାନଙ୍କର ଦୁଇଟି କିମ୍ବା ଚାରିଟି ପିଲା ହୋଇଥାଏ। ଏହି ମହିଳାଙ୍କୁ ପିଲା ମାନଙ୍କ ଠାରୁ ବହୁତ ସ୍ନେହ,ପ୍ରେମ ଏବଂ ଭଲପାଇବା ମିଳିଥାଏ। ଯେଁଉ କାରଣରୁ ଏମାନଙ୍କୁ ସନ୍ତାନ ସୁଖ ମଧ୍ୟ ଅଧିକ ମିଳିଥାଏ।
ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…
ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…
କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…
ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…
ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…
କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…