ଅପମାନର ବଦଲା ପାଇଁ କ୍ରାକ୍ କଲେ UPSC, ବଜ୍ର ଶପଥ ନେଇ ୟୁପିଏସସି କ୍ରାକ୍ କଲେ ପୋଲିସ୍ କନେଷ୍ଟବଳ
ଅପମାନ…ପରିଶ୍ରମ…ସଫଳ, ଭାରି ବାଧିଲା ଅପମାନ…ଅପମାନକୁ ମନରେ ରଖି ଲଢ଼ିଲେ ଆଉ ସଫଳ ହେଲେ । ଏ ଘଟଣା ଆପଣଙ୍କୁ ଏକ କାହାଣୀ ଭଳି ଲାଗିପାରେ କିମ୍ବା କୌଣସି ଫିଲ୍ମ ସ୍କ୍ରିଫ୍ଟ ଭଳି ବି ଭାବି ପାରନ୍ତି ଆପଣ। କିନ୍ତୁ ଆମେ ଯାହା କହୁଛୁ ତାହା ଏକଦମ୍ ସତ। ପୋଲିସ୍ କନେଷ୍ଟବଳରୁ UPSC ପରୀକ୍ଷାରେ କୃତକାର୍ଯ୍ୟ । ଆନ୍ଧ୍ରପ୍ରଦେଶର ପୋଲିସ୍ କନେଷ୍ଟବଳ ଉଦୟ କ୍ରିଷ୍ଣା ରେଡ୍ଡୀ ୟୁପିଏସସି ପରିକ୍ଷା ୨୦୨୩ କ୍ରାକ୍ କରି ବଡ ସଫଳତା ହାସଲ…
Read More...