Odisha News

କିଟ୍‌ ରୋଜ ଗାର୍ଡେନରେ ପାଳିତ ହେଲା ଲୋହ୍‌ରୀ ଉତ୍ସବ, ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଅଗ୍ନି ଲଗାଇ ପ୍ରାର୍ଥନା କରି ଲୋହ୍‌ରି ହେଲା ପାଳନ

କେନ୍ୟୁଜ୍(ବ୍ୟୁରୋ): କିଟ୍‌ ରୋଜ ଗାର୍ଡେନରେ ଲୋହ୍‌ରୀ ଉତ୍ସବ ପାଳିତ । କାର୍ଯ୍ୟକ୍ରମ ରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ଉପକୁଳପତି ସସ୍ମିତା ସାମନ୍ତ, ରେଜିଷ୍ଟ୍ରର ଜ୍ଞାନ ରଞ୍ଜନ ମହାନ୍ତିଙ୍କ ସମେତ କିଟ୍‌ର ବହୁ କର୍ମଚାରୀ ଉପସ୍ଥିତ ଥିଲେ । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଅଗ୍ନି ଲଗାଇ ପ୍ରାର୍ଥନା କରି ଲୋହ୍‌ରି ପାଳନ କରିଥିଲେ । ପରେ ପରେ କିଟ୍‌ର ଛାତ୍ର ଛାତ୍ରୀମାନେ ବିଭନ୍ନ ପ୍ରକାର ସାଂସ୍କୃତିକ କାଯ୍ୟର୍କ୍ରମ ପରିବେଷଣ କରିଥିଲେ । ଯାହାକୁ ସଭିଏ ବେଶ ଉପଭୋଗ କରିଥିଲେ । ଏଥିରେ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ ।

Loading...

Leave A Reply

Your email address will not be published.