ଦୁନିଆରେ ଏହି ୭ ଜୀବଙ୍କ ଏହି ଜୀବଙ୍କ ଆୟୁ ସବୁଠୁ କମ୍, କିଏ ଦିନେ ତ କିଏ ବଞ୍ଚିଥାଏ ଏକ ମାସ
କଥାରେ ଅଛି ଯିଏ ଏହି ପୃଥିବୀ ପୃଷ୍ଠରେ ଜନ୍ମ ନେଇଛି ତାର ମୃତ୍ୟୁ ହେବା ଟା ଥୟ । ଆମେ ସମସ୍ତେ ଜାଣନ୍ତି, ଜନ୍ମ ଏବଂ ମୃତ୍ୟୁ ତାହା ଉପରବାଲା ନିର୍ଦ୍ଧାରଣ କରିଥାଆନ୍ତି । ଅର୍ଥାତ୍ ଏସବୁ କିଛି ଭଗବାନଙ୍କ ହାତରେ ରହିଥାଏ । ପ୍ରାଣୀ, ଉଦ୍ଭିଦ, ଜୀବଜନ୍ତୁ ସମସ୍ତଙ୍କୁ ନେଇ ଦୁନିଆରେ ଅନେକ ଜୀବ ଅଛନ୍ତି । ଯେଉଁମାନେ ଖୁବ୍ କମ୍ ଦିନ ପାଇଁ ଏହି ପୃଥିବୀରେ ବଞ୍ଚି ରହିଥାଆନ୍ତି ତ ସେହିପରି ଅନ୍ୟ କିଏ ଅଧିକ ଦିନ ବଞ୍ଚି…
Read More...