ମହାନଦୀରେ ବୁଡ଼ିଲା ଡ଼ଙ୍ଗା, ଜଣେ ମୃତ , ୭ ନିଖୋଜ
ଝାରସୁଗୁଡା : ମହାନଦୀରେ ବୁଡ଼ିଲା ଡ଼ଙ୍ଗା l ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଶରଧାରୁ କିଛି ଲୋକେ ବରଗଡ଼ ଜିଲ୍ଲା ବାଞ୍ଜିପାଲିକୁ ଯାଉଥିବାବେଳେ ଡ଼ଙ୍ଗା ବୁଡିଛି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଜଣ ନିଖୋଜ ଥିବା ସୂଚନା ମିଳିଛି । ଡ଼ଙ୍ଗାରେ ପ୍ରାୟ ୫୦ରୁ ଅଧିକ ମହିଳା, ପୁରୁଷ ଓ ଛୋଟ ପିଲା ଥିଲେ l ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦ୍ବାରା ଉଦ୍ଧାର ଉଦ୍ୟମ ଜାରି ରହିଛି । ୫୦ ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୩୫ ଜଣଙ୍କୁ…
Read More...