ଗ୍ରୀଷ୍ମରେ କପଡା ବାହାରେ ଶୁଖାଇବା ଯୋଗୁ ନଷ୍ଟ ହୋଇଯାଉଛି କି ? ଆପଣାନ୍ତୁ ଏହି ୩ଟି ଉପାୟ
ବର୍ତ୍ତମାନ ପ୍ରବଳ ଖରା ହେବା ଆରମ୍ଭ କରିଛି, ଯେଉଁ କାରଣରୁ ପୋଷାକର ରଙ୍ଗ ନଷ୍ଟ ହୋଇପାରେ । ଯଦି ଆପଣ ପୋଷାକକୁ ଶୀତଦିନ ପରି ଧୋଇ ଦିନସାରା ଖରାରେ ଶୁଖିଇ ଦେବେ, ତାହେଲେ ସନ୍ଧ୍ୟା ହେବା ସୁଦ୍ଧା ଏହାର ରଙ୍ଗ ନଷ୍ଟ ହୋଇପାରେ । ଏହି କାରଣରୁ ପୋଷାକର ରଙ୍ଗ, ଯେପରି କଳା, ନୀଳ, ଗୋଲାପୀ ଏବଂ ନାଲି ରଙ୍ଗର ପୋଷାକ ରଙ୍ଗ ଅଧିକ ଖରାପ ହୋଇପାରେ । ଏହା ବ୍ୟତୀତ ପୋଷାକରେ ଅନେକ ପ୍ରକାରର କ୍ଷତି ହୋଇପାରେ ଯେପରିକି ଏହା ଖରାପ ହୋଇପାରେ…
Read More...