ଏବେ ସବୁ ପିଲାଙ୍କର ରହିବ ଆଧାରକାର୍ଡ, ସ୍କୁଲରେ ଆଡମିସନ୍ ପାଇଁ ବାଧ୍ୟତାମୂଳକ
ଜିଲ୍ଲାର ସମସ୍ତ ସରକାରୀ ବା ବେସରକାରୀ ବିଦ୍ୟାଳୟରେ ପଢୁଥିବା ପ୍ରଥମରୁ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ଆଧାର କାର୍ଡ ଏଣିକି ବାଧ୍ୟତାମୂଳକ କରାଯାଇଛି । ସ୍କୁଲରେ ନାମାଙ୍କନ ପାଇଁ ପିଲାଙ୍କର ଆଧାର କାର୍ଡ ତିଆରି କରିବା କାମ ଆରମ୍ଭ ହୋଇଛି ।
ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟଙ୍କ ରିପୋର୍ଟ ମୁତାବକ ଗତ ଏକ ମାସରେ ଜିଲ୍କାର ୧୬ ହଜାର ୧୩୪ ପିଲାଙ୍କ ଆଧାର କାର୍ଡ ତିଆରି କରାଯାଇଛି । କେବଳ ଶିଶୁଙ୍କ ଆଧାର କାର୍ଡ ତିଆରି ପାଇଁ…
Read More...