ଦିଲ୍ଲୀରେ ପ୍ରବଳ ଝଡ଼ତୋଫାନ: କାନ୍ଥ ଭୁଶୁଡ଼ି ୬ ନାବାଳକଙ୍କ ସମେତ ୮ ଆହତ
ଦକ୍ଷିଣ ଦିଲ୍ଲୀର ଖିଡ଼କି ଏକ୍ସଟେନ୍ସନ୍ ଅଞ୍ଚଳରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଘଟିଛି । ସନ୍ଧ୍ୟା ସମୟରେ ପ୍ରବଳ ଝଡ଼ତୋଫାନ ଯୋଗୁ ଏକ ଘରର କାନ୍ଥ ଭୁଶୁଡ଼ି ୮ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୬ ନାବାଳକ ଅଛନ୍ତି । ଦମକଳ ବିଭାଗର ଅଧିକାରୀ କହିଛନ୍ତି ଯେ ଖିଡ଼କି ଏକ୍ସଟେନ୍ସନ୍ ଅଞ୍ଚଳରେ ଏକ କାନ୍ଥ ଭୁଶୁଡ଼ି ପଡ଼ିବା ସମ୍ପର୍କରେ ସନ୍ଧ୍ୟା ପ୍ରାୟ ୫ଟା ୫୦ରେ ଏକ ଫୋନ୍ କଲ୍ ଆସିଥିଲା । ଏ ନେଇ ସୂଚନା ମିଳିବା କ୍ଷଣି ତୁରନ୍ତ…
Read More...