ରାଜ୍ୟରେ ନିର୍ବାଚନ ପାଇଁ ଅତିରିକ୍ତ ୧୦ କଂପାନୀ ସଶସ୍ତ୍ର ପୋଲିସ ମୁତୟନ
ଭୁବନେଶ୍ୱର : ରାଜ୍ୟରେ ନିର୍ବାଚନ ପାଇଁ ଅତିରିକ୍ତ ୧୦ କଂପାନୀ ସଶସ୍ତ୍ର ପୋଲିସ ମୁତୟନ । ମୁକ୍ତ, ଅବାଧ ଓ ସ୍ବଚ୍ଛ ନିର୍ବାଚନ ପାଇଁ ଆଉ ୧୦ କଂପାନୀ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ କରିବାକୁ ନିଷ୍ପତ୍ତି ହୋଇଛି । ଗଜପତି,ଗଂଜାମ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, ଢେଙ୍କାନାଳ, ସୋନପୁର, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହି ଫୋର୍ସ ମୁତୟନ ରହିବେ ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ନିର୍ଦ୍ଦେଶରେ…
Read More...