ଦୂର ହେବ ଚାର୍ଜିଂ ଟେନସନ୍, ୧୬ ହଜାର ଟଙ୍କାରେ ସାମସଙ୍ଗ୍ ଲଞ୍ଚ କଲା ଏହି ଦମଦାର ଫୋନ
ଯଦି ଆପଣ 8GB RAMର ଏକ ସୁନ୍ଦର ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ସାମସଙ୍ଗ୍ ଆପଣଙ୍କ ପାଇଁ ଏକ ନୂଆ ମଡେଲ୍ ଆଣିଛି । ଏହାର ଦାମ୍ ମଧ୍ୟ ଅଧିକ ନୁହେଁ, ଏବଂ ଆପଣ ଏହି ଫୋନରେ ୮GB + ୧୨୮ GB ଷ୍ଟୋରେଜ୍ ର ଲାଭ ପାଇବେ । ସାଉଥ୍ କୋରିଆନ୍ ଫୋନ୍ କମ୍ପାନୀ ଲୋକପ୍ରିୟ ହ୍ୟାଣ୍ଡସେଟ୍ Samsung Galaxy F15ର ୮ GB + ୧୨୮ GB ଭର୍ସନ ଲଞ୍ଚ କରିଛି । ଏହି ସ୍ମାର୍ଟଫୋନର ଦାମ୍ ମାତ୍ର ୧୫,୯୯୯ ଟଙ୍କା ରହିଛି ।…
Read More...