ଟସ୍ ଜିତିଲା ବାଂଲାଦେଶ, ପ୍ରଥମେ ବ୍ୟାଟିଂ କରିବ ଭାରତ

ନାଗପୁର : ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍ରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ତେଣୁ ଭାରତ ପ୍ରଥମେ ବ୍ୟାଟିଂ କରିବ । ଏହି ମ୍ୟାଚ୍ରେ ଭାରତ ଗୋଟିଏ ପରିବର୍ତ୍ତନ କରିଛି । ଭାରତ ପକ୍ଷରୁ କ୍ରୁନାଲ ପାଣ୍ଡ୍ୟାଙ୍କ ସ୍ଥାନରେ ମନୀଷ ପାଣ୍ଡେ ଖେଳିବେ । ସେହିପରି ବାଂଲାଦେଶ ଦଳରେ ମୋସାଦେକଙ୍କ ସ୍ଥାନରେ ମହମ୍ମଦ ମିଥୁନ୍ ଖେଳିବେ ।
Bangladesh Captain Mahmudullah wins the toss and elects to bowl first in the 3rd and final T20I against #TeamIndia.#INDvBAN pic.twitter.com/WRkjccJFH0
— BCCI (@BCCI) November 10, 2019