ବ୍ୟାଙ୍କ ଅଫ ବରୋଦାରେ ୨୫୦ ସିନିଅର ମ୍ୟାନେଜର ପଦବୀ ଖାଲି, ଜାଣନ୍ତୁ କେମିତି ହେବ ସିଲେକ୍ସନ
ବ୍ୟାଙ୍କରେ ଚାକିରି ଖୋଜୁଥିବା ପ୍ରାର୍ଥୀ ବିଓବିର ଖାଲିପଡିଥିବା ପଦବୀ ପାଇଁ ଆବେଦନ କରନ୍ତୁ । ଏଠାରେ ସିନିଅର ମ୍ୟାନେଜର-ଏମଏସଏମଇ ରିଲେସନସିପ ଏବଂ ରେଗୁଲର ବେସିସରେ ହେବ । ବିଓବିର ଅଫିସିଆଲ ୱେବସାଇଟ bankofbaroda.in. ।

ବ୍ୟାଙ୍କ ଅଫ ବରୋଦାରେ ଖାଲିପଡିଛି ମ୍ୟାନେଜର ପଦବୀ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ବ୍ୟାଙ୍କରେ ଚାକିରି ଖୋଜୁଥିବା ପ୍ରାର୍ଥୀ ବିଓବିର ଖାଲିପଡିଥିବା ପଦବୀ ପାଇଁ ଆବେଦନ କରନ୍ତୁ । ଏଠାରେ ସିନିଅର ମ୍ୟାନେଜର-ଏମଏସଏମଇ ରିଲେସନସିପ ଏବଂ ରେଗୁଲର ବେସିସରେ ହେବ ।
ଆବେଦନ କରିବା ପାଇଁ ସବିଶେଷ ବିବରଣୀ ଜାଣିବା ପାଇବା ଲାଗି ବ୍ୟାଙ୍କ ଅଫ ବରୋଦାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିବାକୁ ହେବ । ବିଓବିର ଅଫିସିଆଲ ୱେବସାଇଟ bankofbaroda.in. ।
ପଦବୀ ବିବରଣୀ : ୨୫୦
ସିନିଅର ମ୍ୟାନେଜର
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୬ ଡିସେମ୍ବର ୨୦୨୩ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ୟୁନିଭରସିଟିରୁ ଗ୍ରାଜୁଏଟ କରିଥିବା ଜରୁରୀ ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୨୮ ରୁ ୩୭ ବର୍ଷ ହୋଇଥିବା ଜରୁରୀ ।
ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀ ୬୦୦ ଟଙ୍କା ଶୁଳ୍କ ଦେବାକୁ ହେବ । ସଂରକ୍ଷିତ ବର୍ଗ ପ୍ରାର୍ଥୀ ୧୦୦ ଟଙ୍କା ଦେବାକୁ ହେବ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଅନଲାଇନ ଟେଷ୍ଟ, ଗ୍ରୁପ ଡିସକସନ ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ ହେବ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ୭୩ ହଜାରରୁ ୭୮ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।