BHEL ରେ ସୁପରଭାଇଜର ପଦବୀ ପାଇଁ କରନ୍ତୁ ଆବେଦନ, ଶେଷ ତାରିଖ ୧୫ ନଭେମ୍ବର
ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡରେ ଟ୍ରେନି ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି । ଏଠାରେ ଟ୍ରେନି ସୁପରଭାଇଜର ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଏହି ଭର୍ତ୍ତି ମାଧ୍ୟମରେ ୭୫ ପଦବୀ ପାଇଁ ନିଯୁକ୍ତି ମିଳିବ ।

ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡରେ ଟ୍ରେନି ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ଟ୍ରେନି ସୁପରଭାଇଜର ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଏହି ଭର୍ତ୍ତି ମାଧ୍ୟମରେ ୭୫ ପଦବୀ ପାଇଁ ନିଯୁକ୍ତି ମିଳିବ । ଆଜିଠାରୁ ରେଜିଷ୍ଟ୍ରେସନ ଲିଙ୍କ ଖୋଲୁଛି । ଆବେଦନ କରିବାର ଶେଷ ତାରିଖ ୧୫ ନଭେମ୍ବର ରହିଛି । ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟକୁ ଯାଆନ୍ତୁ । ଅଫିସିଆଲ ୱେବସାଇଟ bhel.com କୁ ଯାଇ ଆବେଦନ କରନ୍ତୁ ।
ପଦବୀ ବିବରଣୀ : ୭୫
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୫ ନଭେମ୍ବର ୨୦୨୩ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ କରିଥିବା ଜରୁରୀ ।
ବୟସ ସୀମା : ଆବେଦନକାରୀଙ୍କ ସର୍ବାଧିକ ବୟସ ୨୭ ବର୍ଷ ହୋଇଥିବା ଜରୁରୀ ।
ଅଧିକ ଜାଣିବା ପାଇଁ ୱେବସାଇଟ ଚେକ୍ କରନ୍ତୁ ।