BIS ରେ ଚାକିରି ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ
ଭାରତୀୟ ମାନକ ବ୍ୟୁରୋ (BIS) ବିଭିନ୍ନ ପଦବୀ ଖାଲି । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ୧୯ ଜାନୁଆରୀ ୨୦୨୩ ରହିଛି ।

ଭାରତୀୟ ମାନକ ବ୍ୟୁରୋ(BIS) ରେ ଚାକିରି ପାଇଁ ସୁଯୋଗ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ୩୦ ଡିସେମ୍ବରରୁ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୯ ଜାନୁଆରୀ ୨୦୨୩ ରହିଛି ।
ପଦବୀ ବିବରଣୀ : ୧୦୭
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୯ ଜାନୁଆରୀ ୨୦୨୩ ରହିଛି ।
ବୟସ ସୀମା : ଭର୍ତ୍ତି ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୬୫ ବର୍ଷ ହୋଇଥିବା ଜରୁରୀ ।
କେମିତି କରିବେ ଆବେଦନ : ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟ bis.gov.in କୁ ଯାଇ ଆବେଦନ କରିପାରିବେ ।