CSIR ରେ ଟେକ୍ନିକାଲ ଆସିଷ୍ଟାଣ୍ଟ ପଦବୀ ଖାଲି, ୭ ପୂର୍ବରୁ କରନ୍ତୁ ଆବେଦନ
CSIR କେନ୍ଦ୍ରୀୟ ଭବନ ଅନୁସନ୍ଧାନ ସଂସ୍ଥାରେ ଖାଲିପଡିଛି ପଦବୀ । ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ସିଭିଲି ଇଂଜିନିୟରିଂ, ଆର୍କିଟେକ୍ଚର ଇଂଜିନିୟରିଂ, ଇଲେକ୍ଟ୍ରିକାଲ ଇଂଜିନିୟରିଂ, ଇନଫରମେସନ ଟେକ୍ନୋଲୋଜି କିମ୍ବା ଇଲେକ୍ଟ୍ରୋନିକ୍ସ ଇଂଜିନିୟରିଂରେ ଡିପ୍ଲୋମା କରିଥିବା ଜରୁରୀ ।

CSIR କେନ୍ଦ୍ରୀୟ ଭବନ ଅନୁସନ୍ଧାନ ସଂସ୍ଥାରେ ଖାଲିପଡିଛି ପଦବୀ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ cbri.res.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୭ ଫେବୃଆରୀ ୨୦୨୪ ରହିଛି ।
ପଦବୀ ବିବରଣୀ : ୨୪
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ଫେବୃଆରୀ ୭ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ସିଭିଲି ଇଂଜିନିୟରିଂ, ଆର୍କିଟେକ୍ଚର ଇଂଜିନିୟରିଂ, ଇଲେକ୍ଟ୍ରିକାଲ ଇଂଜିନିୟରିଂ, ଇନଫରମେସନ ଟେକ୍ନୋଲୋଜି କିମ୍ବା ଇଲେକ୍ଟ୍ରୋନିକ୍ସ ଇଂଜିନିୟରିଂରେ ଡିପ୍ଲୋମା କରିଥିବା ଜରୁରୀ । ଇଚ୍ଛୁକ ପ୍ରାର୍ଥୀଙ୍କ ପାଖରେ ଅଭିଜ୍ଞତା ଥିବା ଜରୁରୀ । ବିଏସସି ଫିଜିକ୍ସ, କେମେଷ୍ଟ୍ରୀ ଏବଂ ଜିଓଲୋଜି କରିଥିବା ଜରୁରୀ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୮ ବର୍ଷରୁ ଅଧିକ ନ ହେବା ଜରୁରୀ । ସେହିପରି ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ସର୍ବାଧିକ ବୟସ ସୀମାରେ ଛାଡ ମିଳିବ ।
ଆବେଦନ ପତ୍ର ପଠାଇବାର ଠିକଣା :
Roorkee office of CBRI ଅଫିସକୁ ୨୦ ଫେବୃଆରୀ ମଧ୍ୟରେ ପହଞ୍ଚିଯିବା ଜରୁରୀ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।