ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ବିଦ୍ୟାର୍ଥୀ ବିଦ୍ୟାକ୍ଷେତ୍ରରେ ସଫଳତା ପାଇବେ । କର୍ମକ୍ଷେତ୍ରରେ ଉନ୍ନତି ସହ ମାନସମ୍ମାନ ପ୍ରାପ୍ତି ହେବ । ଗାଡ଼ି ଚଳାଇବାବେଳେ ସାବଧାନ ରହନ୍ତୁ ।
ବୃଷ : ସ୍ଥିର ମନରେ ପ୍ରତ୍ୟେକ କାର୍ୟ୍ୟ କରନ୍ତୁ । ସନ୍ତାନଙ୍କୁ ନେଇ ଚିନ୍ତା ବୃଦ୍ଧି ହେବ । ମାନସିକ ଅଶାନ୍ତି ଭୋଗିବେ ।
ମିଥୁନ : ସୁସ୍ୱାଦୁ ଭୋଜନ ସହ କର୍ମକ୍ଷେତ୍ରରେ ଉନ୍ନତି କରିବେ । ଦୂରଯାତ୍ରା ଯୋଗ ରହିଛି । ଗୁରୁଜନଙ୍କ ସ୍ୱାସ୍ଥ୍ୟରେ ଅବନ୍ନତି ଦେଖାଦେବ ।
କର୍କଟ : ଧନ ଲାଭ ସହ ଦୂରଯାତ୍ରା ଯୋଗ ରହିିଛି । ପରିବାରରେ ଶାନ୍ତି ମିଳିବ । ସ୍ୱାସ୍ଥ୍ୟରେ ଅବନ୍ନତି ଦେଖା ଦେଇପାରେ ।
ସିଂହ : ସୁସ୍ୱାଦୁ ଭୋଜନ ସହ କର୍ମକ୍ଷେତ୍ରରେ ଉନ୍ନତି କରିବେ । ଭାବିଚିନ୍ତି ଧନନିବେଶ କରନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ ।
କନ୍ୟା : ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ତରବରିଆ ଭାବେ କୌଣସି କାର୍ୟ୍ୟ କରନ୍ତୁ ନାହିଁ । ପରିବାରିକ ସମସ୍ୟା ଦେଖାଦେବ ।
ତୁଳା : ଆୟ ମଧ୍ୟମ ରହିବ । ଧର୍ମକାର୍ୟ୍ୟରେ ଯୋଗ ଦେବେ । ସନ୍ତାନକୁ ନେଇ ଚିନ୍ତିତ ରହିବେ । ବିଦ୍ୟାର୍ଥୀ ସଚେତନ ରହିବା ଆବଶ୍ୟକ ।
ବିଛା : ସୁସ୍ୱାଦୁ ଭୋଜନ ସହ ମାନସମ୍ମାନ ପ୍ରାପ୍ତି ଅଛି । ପିତାଙ୍କ ଶରୀର ଅସୁସ୍ଥ ରହିପାରେ । ପରିବାରର ସହଯୋଗ ପାଇବେ ।
ଧନୁ : ଭ୍ରମଣ ଯୋଗ ରହିଛି । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ । ମନରୁ ସନ୍ଦେହ ଭାବ ଦୂର କରନ୍ତୁ ।
ମକର : ପାରିବାରିକ ସମସ୍ୟା ଦେଖାଦେବ । ମନକୁ ଆୟତ୍ତରେ ରଖନ୍ତୁ । ସ୍ଥିରମନ ହୋଇ ପ୍ରତ୍ୟେକ କାର୍ୟ୍ୟ କରନ୍ତୁ । ଦିନଟି ଭଲରେ କଟିବ ।
କୁମ୍ଭ : ଅହଂଭାବ ତ୍ୟାଗ କରିବା ସହ ଗୁରୁଜନଙ୍କୁ ସମ୍ମାନ କରନ୍ତୁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ ।
ମୀନ : ପରିବାରରେ ଅଶାନ୍ତି ଦେଖା ଦେଇପାରେ । ଭ୍ରମଣ ଯୋଗ ରହିଛି । ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବୃଦ୍ଧି ହେବ ।