ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ

mesha

ମେଷ : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଗାଡ଼ି ଚଳାଚଳ ପ୍ରତି ସାବଧାନ ରହିବା ଆବଶ୍ୟକ । ଧନ ଲାଭ । ମାନସମ୍ମାନ ପ୍ରାପ୍ତି।

brushaବୃଷ : ମନରୁ ସନ୍ଦେହ ଭାବ ଦୂର କରନ୍ତୁ । ପାରିବାରିକ ସମସ୍ୟା ଦେଖା ଦେଇପାରେ । ବାଣୀ ନିୟନ୍ତ୍ରଣ ରଖନ୍ତୁ ।

mithunaମିଥୁନ : କର୍ମକ୍ଷେତ୍ରରେ ଉନ୍ନତି । ସୁସ୍ୱାଦୁ ଭୋଜନ କରିବେ । ଆୟ ଉତ୍ତମ ରହିବ । ପରିବାରର ସହଯୋଗ ପାଇବେ ।

karkataକର୍କଟ : ସୁସ୍ୱାଦୁ ଭୋଜନ କରିବେ । କର୍ମକ୍ଷେତ୍ରରେ ଉନ୍ନତି । ମାନସମ୍ମାନ ପ୍ରାପ୍ତି । ତରବରିଆ ଭାବେ କୌଣସି କାର୍ଯ୍ୟ କରନ୍ତୁ ନାହିଁ ।

singhaସିଂହ : ବିଦ୍ୟାର୍ଥୀ ସଚେତନ ରହନ୍ତୁ । ପେଟଜନିତ ରୋଗରେ ପୀଡ଼ିତ ହୋଇ ପାରନ୍ତି । ଆୟ ବୃଦ୍ଧି ହେବ ।

kanyaକନ୍ୟା : ମନରୁ ସନ୍ଦେହ ଭାବ ଦୁର କରନ୍ତୁ । ପିତାଙ୍କ ସହଯୋଗ ମିଳିବ । ଶରୀର ସୁସ୍ଥ ରହିବ । ବନ୍ଧୁମିଳନ ହେବ ।

tulaaତୁଳା : ଦୂର ଯାତ୍ରା କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ । ପିତାଙ୍କ ସହଯୋଗ ପାଇବେ ।

bichhaବିଛା : ବିଦ୍ୟାର୍ଥୀ ସଫଳତା ପାଇବେ । କର୍ମକ୍ଷେତ୍ରରେ ସଫଳତା । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ ।

dhanuଧନୁ : ଗାଡ଼ି ଚଳାଚଳ ପ୍ରତି ସାବଧାନ ରହିବା ଆବଶ୍ୟକ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ସୁସ୍ୱାଦୁ ଭୋଜନ କରିବେ ।

makaraମକର : ଧନ ପ୍ରାପ୍ତି । ମାନସମ୍ମାନ ପ୍ରାପ୍ତି । ସୁସ୍ୱାଦୁ ଭୋଜନ କରିବେ । ଅହଂଭାବ ତ୍ୟାଗ କରନ୍ତୁ ।

kumbhaକୁମ୍ଭ : ସୁସ୍ୱାଦୁ ଭୋଜନ କରିବେ । ଧନ ପ୍ରାପ୍ତି ହେବ । ପାରିବାରିକ ଅଶାନ୍ତି ଦେଖାଦେଇପାରେ ।

minaମୀନ : ଧର୍ମକାର୍ଯ୍ୟରେ ବାଧା ଆସିବ । ସ୍ଥିରମନ ହୋଇ କାର୍ଯ୍ୟ କରନ୍ତୁ । ମାନ ସମ୍ମାନ ପ୍ରାପ୍ତି ହେବ ।