କେମିତି କଟିବ ଆଜିର ଦିନ

ମେଷ : ବିଦେଶ ଯାତ୍ରା କରିପାରନ୍ତି । ଧନ ଲାଭ ସହ ମାନ ସମ୍ମାନ ପ୍ରାପ୍ତି ହେବ । ବନ୍ଧୁ ମିଳନ ଯୋଗ ରହିଛି।
ବୃଷ : ଭାବିଚିନ୍ତି ଧନ ନିବେଶ କରନ୍ତୁ । ମନ ଆୟତ୍ତରେ ରଖନ୍ତୁ । ବେପାର ବାଣିଜ୍ୟ ଓ କର୍ମକ୍ଷେତ୍ରରେ ସଫଳତା ମିଳିବ ।
ମିଥୁନ : ବାଣୀ ନିୟନ୍ତ୍ରଣରେ ରଖନ୍ତୁ । କର୍ତ୍ତବ୍ୟ ପରାୟଣ ହୋଇ କାର୍ୟ୍ୟ କରନ୍ତୁ । ପାରିବାରିକ ସମସ୍ୟା ଦୂର ହେବ ।
କର୍କଟ : ସୁସ୍ୱାଦୁ ଭୋଜନ କରିବେ । ପରାଜୟ କ୍ଷେତ୍ରରେ ଜୟ ଲାଭ କରିବେ । ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ ।
ସିଂହ : ସନ୍ତାନକୁ ନେଇ ଆନନ୍ଦିତ ହେବେ । କାହାସହ ଯୁକ୍ତିତର୍କ କରନ୍ତୁ ନାହିଁ । ବିଦ୍ୟାର୍ଥୀ ସଫଳତା ପାଇବେ ।
କନ୍ୟା : କର୍ମକ୍ଷେତ୍ରରେ ସଜାଗ ରୁହନ୍ତୁ । ସ୍ଥିର ମନରେ କାର୍ୟ୍ୟ କରନ୍ତୁ । ଗାଡ଼ି ଚଲାଇବା ବେଳେ ସାବଧାନ ରହିବା ଆବଶ୍ୟକ ।
ତୁଳା : ଭ୍ରମଣ ଯୋଗ ରହିଛି। ମାନ ସମ୍ମାନ ପ୍ରାପ୍ତି ସହ ଧନ ଲାଭ ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
ବିଛା : ଶରୀର ଅସୁସ୍ଥ ରହିପାରେ । ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ହଠାତ୍ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ ।
ଧନୁ : ପାରିବାରିକ ସମସ୍ୟା ଦେଖା ଦେଇପାରେ । ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ । ଗୁରୁଜନଙ୍କ ସମ୍ମାନ କରନ୍ତୁ ।
ମକର : ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । କୋର୍ଟ କଚେରୀ ମାମଲା ଦେଖା ଦେଇପାରେ । ଭାବିଚିନ୍ତି ପ୍ରତ୍ୟେକ କାର୍ୟ୍ୟ କରନ୍ତୁ ।
କୁମ୍ଭ : ପାରିବାରିକ ସହଯୋଗ ମିଳିବ । ସନ୍ତାନକୁ ନେଇ ଚିନ୍ତିତ ହେବେ । ବିଦ୍ରାର୍ଥୀ ସଚେତନ ରହିବା ଆବଶ୍ୟକ ।
ମୀନ : ସୁସ୍ୱାଦୁ ଭୋଜନ କରିବେ । ବେପାର ବାଣିଜ୍ୟ ଓ କର୍ମକ୍ଷେତ୍ରରେ ସଫଳତା ମିଳିବ । ପାରିବାରିକ ସମସ୍ୟା ଦୂର ହେବ ।