ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ମେଷ: ସକରାତ୍ମକ ଭାବନା ଦ୍ବାରା କାମ ସହଜ ହେବ। ବ୍ୟବସାୟ ବୃଦ୍ଧି ଲାଗି ଯାତ୍ରା କରିବାକୁ ପଡ଼ିପାରେ। ମହିଳାମାନଙ୍କୁ ସଫଳତା ମିଳିବ।
ବୃଷ: ଆପଣଙ୍କର କାମ ସ˚ପୂର୍ଣ୍ଣ ହେବ। ବନ୍ଧୁବର୍ଗଙ୍କ ଠାରୁ ଆର୍ଥିକ ସାହାଯ୍ୟ ପାଇବେ। ଜୀବନସାଥୀଙ୍କ ସହିତ କୌଣସି ବିଷୟ ନେଇ ଆଲୋଚନା କରିବେ।
ମିଥୁନ: ନୂଆ ବ୍ୟବସାୟରେ ପିତା ଓ ଭାଇଙ୍କ ସହଯୋଗ ପାଇବେ। ଜମି ବିବାଦର ସମାଧାନ ହେବ। କ୍ୟାରିୟରରେ ଉନ୍ନତି ହେବ।
କର୍କଟ: ମାତା ପିତାଙ୍କ ସହଯୋଗ ପାଇବେ। କୌଣସି ଜରୁରୀ କାମ ସମ୍ପୂର୍ଣ୍ଣ ହେବ। ଅଚାନକ ଧନଲାଭ ହେବ। ଲେଖାପଢ଼ାରେ ରୁଚି ବଢ଼ିବ।
ସି˚ହ: ଆଗକୁ ବଢ଼ିବାର ଦିନଟିଏ। ରାଜନୀତିରେ ପରିସୀମା ବଢ଼ାଇବେ। ନୂଆ ସମ୍ପର୍କ ସ୍ଥାପନ ଦ୍ବାରା ଭବିଷ୍ୟତ୍ରେ ଯଥେଷ୍ଟ ଲାଭ ମିଳିବ।
କନ୍ୟା: ଦେବ ଦର୍ଶନ ଯୋଗ ରହିଛି। ମନ ଆଧୢାତ୍ମିକ ଦିଗରେ ଲାଗି ରହିବ। ବ୍ୟବସାୟ ଓ ଉଦ୍ୟୋଗରେ ଉନ୍ନତି ହେବ। ସ୍ବାସ୍ଥ୍ୟ ଭଲ ରହିବ।
ତୁଳା: ନୂଆ ବ୍ୟବସାୟ ଲାଗି ଯାତ୍ରା ଲାଭପ୍ରଦ ରହିବ। ଆପଣଙ୍କର ବୈବାହିକ ଜୀବନ ଭଲ ରହିବ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।
ବିଛା: ସୁସ୍ଥ ଓ ସତେଜ ଅନୁଭବ କରିବେ। ନୂଆ ସୁଯୋଗ ମିଳିବ। କାରବାର ସମ୍ବନ୍ଧୀୟ ଯାତ୍ରା ଯୋଗ ରହିଛି। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିପାରେ।
ଧନୁ: ପୁରୁଣା କଥାକୁ ନେଇ ଚିନ୍ତିତ ରହିପାରନ୍ତି। ପରିବାର ଲୋକଙ୍କର ସାହାଯ୍ୟ ମିଳି ନ ପାରେ। କୌଣସି କାମରେ ବନ୍ଧୁଙ୍କ ଘରକୁ ଯିବେ।
ମକର: ଆର୍ଥିକ ଲାଭ ଓ ଉନ୍ନତି ଯୋଗ ରହିଛି। ସାମାଜିକ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିବେ। ବ୍ୟବସାୟରେ ଲାଭ ମିଳିବ।
କୁମ୍ଭ: ଈଷ୍ଟଦେବ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି। ଅଫିସ କାମ ପୂରା କରିବାରେ ସକ୍ଷମ ହେବେ। ରାଜନୀତିରେ ଲାଭ ପ୍ରାପ୍ତ ହେବ।
ମୀନ: ସାମାଜିକ ଉତ୍ସବରେ ସହଯୋଗ କରିବେ। ସାହିତ୍ୟିକଙ୍କ ଲାଗି ଦିନଟି ଲାଭପ୍ରଦ ହେବ। ବ୍ୟବସାୟରେ ଉନ୍ନତି ଲାଗି ନୂଆ କୌଶଳ ପ୍ରସ୍ତୁତ କରିବେ।