ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ : ଭ୍ରମଣର ଯୋଗ ରହିଛି।ଚର୍ମ ଜନିତ ରୋଗର ସମସ୍ଯାର ରହିପାରେ। ଘରୁ ବାହାରିବା ସମୟରେ ହନୁମାନ ଚାଳିସା ଜାପ କରନ୍ତୁ। ଶୁଭ ରଙ୍ଗ ନୀଳ।
ବୃଷ : ଚିନ୍ତାରେ ରହିବେ। ଆଦି କୌଣସି ନୂତନ କାମର ଆରମ୍ଭ କରନ୍ତୁ ନାହିଁ। ଦିନଟି ଟିକେ ଖରାପ ରହିବ। ମାଁ ଲକ୍ଷ୍ମୀଙ୍କର ପୂଜା କରନ୍ତୁ। ଶୁଭ ରଙ୍ଗ ହଳଦିଆ।
ମିଥୁନ : ଆଜି ବ୍ଯବସାୟରେ ଲାଭ ମିଳିବ। କର୍ମୀଙ୍କ ନିକଟରୁ ଲାଭ ମିଳିବ। ଜୀବନସାଥିଙ୍କ ସହ ମଧ୍ୟ ଭଲ ସଂପର୍କ ରହିବ। କୌଣସି ମହିଳାଙ୍କୁ ଡ୍ରାଏଫୁଡ଼ ଦିଅନ୍ତୁ। ଶୁଭ ରଙ୍ଗ ସବୁଜ।
କର୍କଟ : ଜ୍ଯୋତିଷଶାସ୍ତ୍ର ଦିଗ ପ୍ରତି ଆଗ୍ରହ ହୋଇପାରନ୍ତି। ସ୍ବାସ୍ଥ୍ଯା ପ୍ରତି ସମସ୍ଯା ଦେଖାଦେଇପାରେ। ଦିନକୁ ଶୁଭ କରିବା ପାଇଁ ଦିନତମାମ୍ କ୍ଷୀର ପିଅନ୍ତୁ। ଶୁଭ ରଙ୍ଗ ଧଳା।
ସିଂହ : ଯାତ୍ରା ଭଲ ରହିବା ସହ କିଛି ଘର ବା ଗାଡ଼ି କିଣି ପାରନ୍ତି। ଦିନକୁ ଶୁଭ କରିବା ପାଇଁ ଆଦିତ୍ଯସୁତ୍ର ପାଠ କରନ୍ତୁ। ଶୁଭ ରଙ୍ଗ ଖଇରୀଆ।
କନ୍ୟା : ଆଜି ମାଁଙ୍କ ନିକଟରୁ ଖୁବ୍ ଭଲପାଇବା ପାଇବେ। ଔଷଧ ଦେଖିକି ଖାଆନ୍ତୁ। ବଜରଙ୍ଗବାଣ ପାଠ କରନ୍ତ। ଶୁଭ ରଙ୍ଗ ସବୁଜ।
ତୁଳା : ଘରକାମ ଆରମ୍ଭ କରିପାରିବେ। କାର୍ଯ୍ଯ କିଛିଟା ସଫଳତା ମିଳିବ। ସାନଭାଇଙ୍କ ସହ ମନମତାନ୍ତର ହୋଇପାରେ। ଅସ୍ବସ୍ତ ଗଛର ପରିକ୍ରମା କରନ୍ତୁ। ଶୁଭ ରଙ୍ଗ ସବୁଜ୍।
ବିଛା : ପରିବାରରୁ କିଏ ଦୂରକୁ ଯାଇପାରନ୍ତି। ନାତିନାତୁଣୀ ଠାରୁ ଦୂରେଇ ଯାଇପାରନ୍ତି। ଚିନ୍ତିତ ହୋଇପାରନ୍ତି। ଛୋଟପିଲା ମାନଙ୍କୁ ଚକୋଲେଟ ବାଣ୍ଟନ୍ତୁ। ଶୁଭ ରଙ୍ଗ ସବୁଜ୍ ।
ଧନୁ : ଚିନ୍ତିତ ହୋଇପାରନ୍ତି। କାମ କଣ କରିବେ ଜଣିପାରିବେ ନାହିଁ। ସାନ ଭାଇକୁ ନେଇ ଚିନ୍ତିତ ହୋଇପାରନ୍ତି। ରାସ୍ତା ସଫା କରୁଥିବା ଲୋକଙ୍କୁ ମୂଳା ଦାନ କରନ୍ତୁ। ଶୁଭ ରଙ୍ଗ ମାଟିଆ।
ମକର : ତିନିଟି ଧନ ବ୍ଯୟ ହେବ। ବାକ୍ ନିୟନ୍ତ୍ରିତ କରନ୍ତୁ। ଦିନଟି ସମସ୍ଯାଯୁକ୍ତ ରହିଛି। ମା ଛ୍ଛିନ୍ନମସ୍ତାଙ୍କ ପୂଜା କରନ୍ତୁ। ଶୁଭ ରଙ୍ଗ ନାଲି।
କୁମ୍ଭ : ଟ୍ଯାକ୍ସ ଦେଇନଥିଲେ କିଛିଟା ଅସୁବିଧା ଦେଖାଦେଇପାରେ। ସତର୍କତାର ସହ ବିତାନ୍ତୁ। ଦିନକୁ ଶୁଭ କରିବା ପାଇଁ ଲେମ୍ବୁକୁ ମୁଣ୍ଡ ପାଖେ ୪ଥର ବୁଲାଇ ପଶ୍ଚିମଦିଗକୁ ଫିଙ୍ଗନ୍ତି। ଶୁଭ ରଙ୍ଗ ସବୁଜ।
ମୀନ : କର୍ମଦିଗରେ ସଜାଗ ହୁଅନ୍ତୁ। ମନରେ ଚିଡ଼ଚିଡ଼ାପଣ ରହିବ। ପିତାଙ୍କ ସହ ଖୁବ ଭଲ ସମୟ ରହିବ। କୌଣସି ବୟସ୍କ ବ୍ଯକ୍ତିଙ୍କୁ ମହୁ ଦାନ କରନ୍ତୁ। ଶୁଭ ରଙ୍ଗ ନାଲି।