ଜାଣନ୍ତୁ କେମିତି କଟିବ ଆଜିର ଦିନ

mesha

ମେଷ : କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟ କ୍ଷେତ୍ରରେ ସଫଳତା ପାଇବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ହଠାତ୍‌ କ୍ରେଧାନ୍ଵିତ ହୁଅନ୍ତୁ ନାହିଁ ।

brushaବୃଷ : ପରିବାରର ସହଯୋଗ ପାଇବେ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ ।

mithunaମିଥୁନ : ଧନ ଲାଭ ଯୋଗ ରହିଛି । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ମାନ ସମ୍ମାନ ପ୍ରାପ୍ତି ହେବ ।

karkataକର୍କଟ : ପାରିବାରିକ ସମସ୍ୟା ଦେଖା ଦେଇପାରେ । ସୁସ୍ୱାଦୁ ଭୋଜନ କରିବେ । ଗୁରୁଜନଙ୍କ ସମ୍ମାନ କରନ୍ତୁ ।

singhaସିଂହ : ଭ୍ରମଣ ଯୋଗ ରହିଛି । ଶତ୍ରୁ ବୃଦ୍ଧି ହେବ । ଛୋଟ ଛୋଟ କଥାରେ ବ୍ୟତିବ୍ୟସ୍ତତା ଦେଖାଦେବ ।

kanyaକନ୍ୟା : କ୍ରୋଧ ନିୟନ୍ତ୍ରଣରେ ରଖନ୍ତୁ । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । ପେଟ ଜନିତ ରୋଗରେ ପୀଡ଼ିତ ହୋଇ ପାରନ୍ତି ।

tulaaତୁଳା : କର୍ମକ୍ଷେତ୍ରରେ ସଫଳତା ପାଇବେ । ଅହଂଭାବ ତ୍ୟାଗ କରନ୍ତୁ । ବନ୍ଧୁମିଳନ ହେବ ।

bichhaବିଛା : ମାନ ସମ୍ମାନ ପ୍ରାପ୍ତି ହେବ । ପରିବାରରେ ମନ ମିଳାଇ ଚଳନ୍ତୁ । ପରାକ୍ରମ କ୍ଷେତ୍ରରେ ସଫଳ ହେବେ ।

dhanuଧନୁ : ଧନ ଲାଭ ହେବ । କୁଟୁମ୍ବରେ ପୀଡ଼ା ଦେଖାଦେବ । ମନକୁ ଆୟତ୍ତରେ ରଖନ୍ତୁ ।

makaraମକର : ପାରିବାରିକ ସମସ୍ୟା ଦୂର ହେବ । ମନରୁ ସନ୍ଦେହ ଭାବ ଦୂର କରନ୍ତୁ । କର୍ମକ୍ଷେତ୍ରରେ ସଜାଗ ରହନ୍ତୁ ।

kumbhaକୁମ୍ଭ : କୋର୍ଟକଚେରୀ ମାମଲା ଠାରୁ ଦୂରେଇ ରହନ୍ତୁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଶରୀର ଅସୁସ୍ଥ ରହିପାରେ ।

minaମୀନ : ଗାଡ଼ି ଚଳାଚଳ ବେଳେ ସାବଧାନ ରହିବା ଆବଶ୍ୟକ । ଖର୍ଚ୍ଚ ବଢ଼ିବ । ସନ୍ତାନକୁ ନେଇ ଆନନ୍ଦିତ ହେବେ ।