ଜାଣନ୍ତୁ ଆପଣଙ୍କ ଆଜିର ଭାଗ୍ୟ !

ମେଷ : ସୁସ୍ୱାଦୁ ଭୋଜନ ସହ ମାନସମ୍ମାନ ପ୍ରାପ୍ତି ହେବ । ଅହଂଭାବ ତ୍ୟାଗ କରନ୍ତୁ । ଚିନ୍ତା ବୃଦ୍ଧି ହେବ । ପରିବାରରେ ଅଶାନ୍ତି ଦେଖାଦେବ ।
ବୃଷ : ସୁସ୍ୱାଦୁ ଭୋଜନ କରିବେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଭାବିଚିନ୍ତି ପ୍ରତ୍ୟେକ କାର୍ୟ୍ୟ କରନ୍ତୁ ।
ମିଥୁନ : ଗୁରୁଜନଙ୍କ ସମ୍ମାନ କରନ୍ତୁ । ଗାଡ଼ି ଚଳାଇବାବେଳେ ସାବଧାନ ରହନ୍ତୁ । ବିଦ୍ୟାର୍ଥୀ ବିଦ୍ୟାକ୍ଷେତ୍ରରେ ସଜାଗ ରହିବା ଆବଶ୍ୟକ ।
କର୍କଟ : ହଠାତ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ଭାବିଚିନ୍ତି ଧନନିବେଶ କରନ୍ତୁ । ବିଦ୍ୟାର୍ଥୀ ବିଦ୍ୟାକ୍ଷେତ୍ରରେ ସଫଳତା ଅର୍ଜନ କରିବେ ।
ସିଂହ : କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ମିଳିବ । ଗୁରୁଜନଙ୍କ ସମ୍ମାନ କରନ୍ତୁ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ ।
କନ୍ୟା : ଦୂରସ୍ଥାନକୁ ଯାତ୍ରା କରି ପାରନ୍ତି । ହଠାତ୍ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ଗୁରୁଜନଙ୍କ ସମ୍ମାନ କରନ୍ତୁ । ଦିନଟି ଭଲରେ କଟିବ ।
ତୁଳା : ପରିବାରର ସହଯୋଗ ପାଇବେ । ପିତାଙ୍କ ଶରୀର ଅସୁସ୍ଥ ରହିବ । କର୍ମକ୍ଷେତ୍ରରେ ସଜାଗ ରହିବ । ସ୍ଥିରମନ ହୋଇ କାର୍ୟ୍ୟ କରନ୍ତୁ ।
ବିଛା : କୁଟୁମ୍ବରେ ଆନନ୍ଦ ଦେଖାଦେବ । ଗାଡ଼ି ଚଳାଚଳ ବେଳେ ସାବଧାନ ରହିବା ଆବଶ୍ୟକ । ଧର୍ମକାର୍ୟ୍ୟରେ ଯୋଗ ଦେବେ ।
ଧନୁ : ସୁସ୍ୱାଦୁ ଭୋଜନ କରିବେ । ଅହଂଭାବ ତ୍ୟାଗ କରିବା ସହ ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
ମକର : ଧନ ଲାଭ ଯୋଗ ରହିଛି । ପରିବାରରେ ଶାନ୍ତି ମିଳିବ । ଭାବିଚିନ୍ତି ପ୍ରତ୍ୟେକ କାର୍ୟ୍ୟ କରନ୍ତୁ । ଆଜି ଦିନଟି ଭଲରେ କଟିବ ।
କୁମ୍ଭ : ପରିବାରର ସହଯୋଗ ମିଳିବ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ଗୁରୁଜନଙ୍କ ସ୍ୱାସ୍ଥ୍ୟରେ ଅବନ୍ନତି ଦେଖା ଦେଇପାରେ ।
ମୀନ : ଧନ ଲାଭ ଯୋଗ ରହିଛି । ମାନସମ୍ମାନ ପ୍ରାପ୍ତି ହେବ । ପରିବାରରେ ଅଶାନ୍ତି ଦେଖା ଦେଇପାରେ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ ।