ଜାଣନ୍ତୁ ଆପଣଙ୍କ ଆଜିର ଭାଗ୍ୟ !

 

mesha

ମେଷ : ଦୂରଯାତ୍ରାର ସମ୍ଭାବନା ରହିଛି । ଭୂମି ସମ୍ଭନ୍ଧୀୟ କୌଣସି କାମ ଆରମ୍ଭ କରିପାରନ୍ତି। ମନ ମୁତାବକ କାମ କଲେ ଅସୁବିଧାର ସାମ୍ନା କରିପାରନ୍ତ। ଶ୍ରୀସୂତ୍ରର ପାଠ କରନ୍ତୁ। ଶୁଭ ରଙ୍ଗ ଧଳା।

brushaବୃଷ : ସାଥିଙ୍କୁ ନେଇ ଦୂରଯାତ୍ରା କରିପାରନ୍ତି। କିଛି ବ୍ୟବସାୟରେ ପାଦ ରଖିପାରନ୍ତି। କିଛି ବସ୍ତ୍ର ନାରୀଙ୍କ ଉପହାର ଦିଅନ୍ତୁ। ଶୁଭ ରଙ୍ଗ ନାଲି।

mithunaମିଥୁନ :ଦିନରେ ଅଧିକ ରାଗିବା ସହ ମିଛ କହିଥିବା କଥା ସାମ୍ନା ଆସିବ। ବାକ୍ ନିୟନ୍ତ୍ରଣ କରନ୍ତୁ। ଯଥା ସମ୍ଭବ ଚୁପ ରୁହନ୍ତୁ। ମାଦକ୍ଷିଣ କାଳୀଙ୍କ ଆରାଧାନ କରନ୍ତୁ। ଶୁଭ ରଙ୍ଗ ସବୁଜ।

karkataକର୍କଟ : ଭୂତଭୟ ରହିଥିଲେ ରାତି ସମୟରେ କୁଆଡ଼େ ଯାତ୍ରା କରନ୍ତୁ ନାହିଁ। କିଛି ଜିନିଷକୁ ନେଇ ଚିନ୍ତାରେ ରହିପାରନ୍ତି। ଦିନଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ। ଶିବଙ୍କୁ କ୍ଷୀର ଦାନ କରନ୍ତୁ। ଶୁଭ ରଙ୍ଗ ନୀଳ।

singhaସିଂହ : ଆଣିଥିବା ଅର୍ଥକୁ ଶୀଘ୍ର ଫେରସ୍ତ କରନ୍ତୁ। ବାକିଥିବା ଅର୍ଥ ଅସୁବିଧାରେ ପକାଇପାରେ। ଶିବଙ୍କୁ ଆଖୁରଖ ଦାନ କରନ୍ତୁ। ଶୁଭ ରଙ୍ଗ ନୀଳ ।

kanyaକନ୍ୟା : କାହାଠାରୁ ଲାଞ୍ଚ ନିଅନ୍ତୁ ନାହିଁ । ଅସୁବିଧାରେ ପଡ଼ିପାରନ୍ତି। ରାଜନୈତିକ ଦିଗରେ ସଫଳତା ମିଳିପାରେ। ହନୁମାନଙ୍କୁ କର୍ପୁରର ଆଳତୀ କରନ୍ତୁ। ଶୁଭ ରଙ୍ଗ ଧଳା।

tulaaତୁଳା : ଉପରିସ୍ଥି କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ। ମା ଲକ୍ଷ୍ମୀଙ୍କୁ ଫୁଲ ଅର୍ପଣ କରନ୍ତୁ। ଶୁଭ ରଙ୍ଗ ହଲଦୀଆ।

bichhaବିଛା : ବହୁ ଦିନରୁ ଅପେକ୍ଷିତ କାମ ଶେଷ ହେବା ସହ ସଫଳତା ମିଳିବ। ବିବାଦ ଦୂର ହେବ। କୌଣସି ନାରୀଙ୍କ ଠାରୁ ସାହାଯ୍ୟ ପାଇବେ। ଦିନକୁ ଅଧିକ ଶୁଭ କରିବା ପାଇଁ ଗୁଡ଼ ଜଳରେ ସ୍ନାନ କରନ୍ତୁ। ଶୁଭ ରଙ୍ଗ ସବୁଜ ।

dhanuଧନୁ : କିଛି ନୂତନ କାମ କରନ୍ତୁ ନାହିଁ। ସ୍ବାସ୍ଥ୍ୟା ସମସ୍ୟା ରହିବା ସହ ଭାଇଭଉଣୀଙ୍କ ସହ ମତାନ୍ତର ହୋଇପାରେ। ଶୁଭ ରଙ୍ଗ ନାଲି।

makaraମକର : କୌଣସି କଥାକୁ ନେଇ କାହାକୁ ପଚାରଉଚରା କରନ୍ତୁ ନାହିଁ।କାହାକୁ ଆଖେପ କରନ୍ତୁ ନାହିଁ ବିବାଦ ଦେଖାଯାଇପାରେ। ମହୁକୁ କୌଣସି ଗଛ ତଳେ ଦାନ କରନ୍ତୁ। ଶୁଭ ରଙ୍ଗ ଚକୋଲେଟ।

kumbhaକୁମ୍ଭ : କୋର୍ଟ କଚେରୀର ମାମଲା ଦୂର ହେବ। ଚୋରି ହେବାର ସମ୍ଭାବନା ରହିଛି। ଅଟା ଦାନ କରନ୍ତୁ। ଶୁଭ ରଙ୍ଗ ଧଳା।

minaମୀନ : ବ୍ୟବସାୟରେ ଲାଭ ହେବ। ଉପହାର ମିଳିପାରେ। ଦିନକୁ ଅଧିକ ସୁନ୍ଦର ପାଇଁ ମଥାରେ ସିନ୍ଦୁର ଲଗାନ୍ତୁ। ଶୁଭ ରଙ୍ଗ ଧଳା।