ଜାଣନ୍ତୁ ଆଜିର ଭାଗ୍ୟ !

ମେଷ : ଗାଡ଼ି ଚଲାଇବା ବେଳେ ସାବଧାନ ରହିବା ଆବଶ୍ୟକ । ସ୍ଥିର ମନରେ କାର୍ୟ୍ୟ କରନ୍ତୁ । ଭ୍ରମଣ ଯୋଗ ରହିଛି।
ବୃଷ : ସୁସ୍ୱାଦୁ ଭୋଜନ କରିବେ । ପରାକ୍ରମ କ୍ଷେତ୍ରରେ ଜୟ ଲାଭ କରିବେ । ବିଦ୍ୟାର୍ଥୀ ସଚେତନ ରହିବା ଆବଶ୍ୟକ ।
ମିଥୁନ : କର୍ମକ୍ଷେତ୍ରରେ ସଫଳତା ମିଳିବ । ପରିବାରରେ ମନ ମିଳାଇ ଚଳନ୍ତୁ । ମାନସମ୍ମାନ ପ୍ରାପ୍ତି ହେବ ।
କର୍କଟ : ଅହଙ୍କାର ତ୍ୟାଗ କରନ୍ତୁ । କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ।
ସିଂହ : କୁଟୁମ୍ବରେ ପୀଡ଼ା ଦେଖା ଦେଇପାରେ । ଭାବିଚିନ୍ତି ଧନ ନିବେଶ କରନ୍ତୁ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।
କନ୍ୟା : ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଦାମ୍ପତ୍ୟ ଜୀବନରେ ଖୁସି ଦେଖାଦେବ । ହଠାତ୍ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ ।
ତୁଳା : ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । କୋର୍ଟ କଚେରୀ ମାମଲା ଦେଖା ଦେଇପାରେ । ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ ।
ବିଛା : ମନକୁ ଆୟତ୍ତରେ ରଖନ୍ତୁ । ସନ୍ତାନକୁ ନେଇ ଆନନ୍ଦିତ ହେବେ । ବିଦ୍ୟାର୍ଥୀ ସଫଳତା ପାଇବେ ।
ଧନୁ : ଗୁରୁଜନଙ୍କ ସମ୍ମାନ କରନ୍ତୁ । ବେପାର ବାଣିଜ୍ୟ ଓ କର୍ମକ୍ଷେତ୍ରରେ ସଫଳତା ମିଳିବ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ ।
ମକର : ବିଦେଶ ଯାତ୍ରା ସଫଳ ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ପାରିବାରିକ ସମସ୍ୟା ଦୂର ହେବ ।
କୁମ୍ଭ : ମାନସମ୍ମାନ ପ୍ରାପ୍ତି ହେବ । ବନ୍ଧୁ ମିଳନ ଯୋଗ ରହିଛି। ଯୁକ୍ତିତର୍କ ଠାରୁ ଦୂରେଇ ରହନ୍ତୁ ।
ମୀନ : ପାରିବାରିକ ସମସ୍ୟା ଦେଖାଦେବ । ସୁସ୍ୱାଦୁ ଭୋଜନ କରିବେ । ସନ୍ଦେହଭାବ ତ୍ୟାଗ କରନ୍ତୁ ।