ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ

mesha

ମେଷ : ଆଜି ଆୟ-ବ୍ୟୟ ସମାନ ରହିବ। ଅଯଥା ଖର୍ଚ୍ଚ ହେବ ନାହିଁ। ଭୂମି କିଣନ୍ତୁ ନାହିଁ। କୌଣସି ମନ୍ଦିରରେ ପୁସ୍ତକ ଦାନ କରନ୍ତୁ। ଶୁଭ ରଙ୍ଗ ହଳଦିଆ।

brushaବୃଷ : ବହୁ ଅପେକ୍ଷିତ ଫଳ ଆଜି ମିଳିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଛୋଟ ପିଲାମାନଙ୍କୁ ଚକୋଲେଟ ବାଣ୍ଟନ୍ତୁ। ଶୁଭ ରଙ୍ଗ ବାଦାମୀ।

mithunaମିଥୁନ : ଦୂରଜାଗାକୁ ଯାତ୍ରା କରିବେ। ଯେକୌଣସି କାମରେ ମଧ୍ୟ ଆଜି ସଫଳତା ମିଳିବ। କୌଣସି ଛୋଟ ପିଲା ଅସୁବିଧାରେ ପକାଇପାରନ୍ତି। ଦିନକୁ ଶୁଭ କରିବା ପାଇଁ ଛୋଟ ପିଲାଙ୍କୁ ଚକୋଲେଟ ଦିଅନ୍ତୁ। ଶୁଭ ରଙ୍ଗ ବାଇଗଣୀ।

karkataକର୍କଟ : କିଛିଟା ବାଧା ଏବଂ କଷ୍ଠ ରହିଛି। ଆଖି ସମ୍ବନ୍ଧୀୟ ଯନ୍ତ୍ରଣା ପାଇ ପାରନ୍ତି। ଆଜି ସୂର‌୍ୟ୍ୟଙ୍କୁ ଜଳ ଅପର୍ଣ କରନ୍ତୁ। ଶୁଭ ରଙ୍ଗ ଗୋଲାପି।

singhaସିଂହ : ରଙ୍ଗ ସମ୍ବନ୍ଧୀୟ ଅସୁବିଧା ହୋଇଥାଏ। ପରିବାରରେ ଭଲ ବାତାବରଣ ରହିବ। ସୁସପଂର୍କ ସ୍ଥାପନ କରିବେ। ହନୁମାନ ଚାଳିଷା ଜାପ କରନ୍ତୁ। ଶୁଭ ରଙ୍ଗ ମାଟିଆ।

kanyaକନ୍ୟା : ଦିନଟି ମଧ୍ୟମ ଧରଣର ରହିବ। ଦେଖିରଖି କାମ କରନ୍ତୁ, ଦୁର୍ଘଟଣାର ସମ୍ମୁଖିନ ହୋଇପାରିବେ। କର୍ମପ୍ରତି ସତର୍କ ରହୁନ୍ତୁ। କିଛି ମସୁର ଡ଼ାଲିକୁ ପାଣିରେ ଭସାନ୍ତୁ। ଶୁଭ ରଙ୍ଗ ଗୋଲାପି।

tulaaତୁଳା : ଭାଇ ଶତ୍ରୁ ଭାବେ ବ୍ୟବହାର କରିପାରନ୍ତି। ସନ୍ତାନ ଶୁଭ ପାଇପାରିବେ। କିଛି ଅଟା ଷଣ୍ଢଙ୍କୁ ଖାଇବାକୁ ଦିଅନ୍ତୁ। ଶୁଭ ରଙ୍ଗ ଧଳା।

bichhaବିଛା : ମାଙ୍କ ସହ ଭଲରେ ଦିନ ବିତିବ। ପାଖ ପରିବେଶରେ କିଛି ପରିବର୍ତ୍ତନ ହୋଇପାରେ। କିଛି ନୂତନ ଉପକରଣ କିଣିପାରନ୍ତି। ମନ୍ଦିରରେ କିଛି ସମୟ ବିତାନ୍ତୁ। ଶୁଭ ରଙ୍ଗ ସବୁଜ।

dhanuଧନୁ : ପୋଡ଼ଶୀ ମାନଙ୍କ ସହ ବିବାଦତୁଟିବ । ଗାଡ଼ି କିମ୍ବା ଭୂମି କିଣଇପାରନ୍ତି। ଜଳରୁ ନିଜକୁ ଦୂରେଇ ରଖନ୍ତୁ। ଦିନଟି ଭଲରେ ବିତାଇବା ପାଇଁ ହଳଦିର ଟିକା ଲଗାନ୍ତୁ। ଶୁଭ ରଙ୍ଗ ହଳଦିଆ।

makaraମକର : ପରିଶ୍ରମର ଫଳ ନିଶ୍ଚିତ ମିଳିବ। ସୁଖାଦ୍ୟର ଯୋଗ ରହିଛି। ନାରୀ ବନ୍ଧୁଙ୍କ ସହ ସମୟ ବିତିବ। ବଟଗଛର ପୂଜା କରନ୍ତୁ। ଶୁଭ ରଙ୍ଗ ଧଳା।

kumbhaକୁମ୍ଭ : ଘରଲୋକ ଶତ୍ରୁ ଭଳି ବ୍ୟବହାର କରିପାରନ୍ତି। ବାକ୍ ନିୟନ୍ତ୍ରିୟ କରନ୍ତୁ। ନିଜର କଥା ପ୍ରକାଶ କରିବା ଦ୍ବାରା ବିବାଦ ଦେଖାଦେଇପାରେ। ପଞ୍ଚାମୂତ ଭଗବାନ ଶିବଙ୍କୁ ଅପ୍ରଣ କରନ୍ତୁ। ଶୁଭ ରଙ୍ଗ ବାଦାମୀ।

minaମୀନ : ସୌଖିନ ଦ୍ରବ କିଣିପାରନ୍ତ। ଯାତ୍ରାପୀଢ଼ା ଅନୁଭବ କରିପାରନ୍ତି। ସନ୍ତାନ ଚିନ୍ତିତ ହେବେ। ବ୍ରଜବାଣ ପାଠ କରନ୍ତୁ। ଶୁଭ ରଙ୍ଗ ବାଦାମୀ।