ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ : କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ । ଗୁରୁଜନଙ୍କ ସମ୍ମାନ କରନ୍ତୁ । ସୁସ୍ୱାଦୁ ଭୋଜନ କରିବେ ।
ବୃଷ : ପରିବାରର ସହଯୋଗ ପାଇବେ । ପିତାଙ୍କ ଶରୀର ଅସୁସ୍ଥ ରହିପାରେ । ସ୍ଥିରମନରେ କାର୍ୟ୍ୟ କରନ୍ତୁ ।
ମିଥୁନ : ପରିବାରରେ ଆନନ୍ଦ ଦେଖାଦେବ । ଗାଡ଼ି ଚଲାଇବା ବେଳେ ସାବଧାନ ରହିବା ଆବଶ୍ୟକ । ଧର୍ମକାର୍ଯ୍ୟରେ ଯୋଗ ଦେବେ ।
କର୍କଟ : ସୁସ୍ୱାଦୁ ଭୋଜନ କରିବେ । ଅହଂଭାବ ତ୍ୟାଗ କରିବା ସହ ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
ସିଂହ : ଦୂରସ୍ଥାନକୁ ଯାତ୍ରା କରି ପାରନ୍ତି । ହଠାତ୍ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ଗୁରୁଜନଙ୍କ ସମ୍ମାନ କରନ୍ତୁ । ଆଜି ଦିନଟି ଭଲରେ କଟିବ ।
କନ୍ୟା : ଆୟ ଉତ୍ତମ ରହିବ । ବେପାର ବାଣିଜ୍ୟରେ ସଫଳତା ପାଇବେ । ସନ୍ତାନକୁ ନେଇ ଚିନ୍ତିତ ରହିବେ ।
ତୁଳା : କର୍ମ ବେପାର ବାଣିଜ୍ୟ କ୍ଷେତ୍ରରେ ସଫଳତା ପାଇବେ । ଧର୍ମକାର୍ଯ୍ୟରେ ଯୋଗଦେବେ । ବିଦେଶ ଯାତ୍ରା ସଫଳ ହେବ ।
ବିଛା : ପାରିବାରିକ ସମସ୍ୟା ଦୂର ହେବ । ବନ୍ଧୁ ମିଳନ ଯୋଗ ରହିଛି । ପରିବାରରେ ମନ ମିଳାଇ ଚଳନ୍ତୁ ।
ଧନୁ : ପରାକ୍ରମ କ୍ଷେତ୍ରରେ ବିଜୟ ଲାଭ କରିବେ । ଧନଲାଭ ଯୋଗ ରହିଛି । ପାରିବାରିକ ସମସ୍ୟା ଦେଖାଦେବ ।
ମକର : ତରବରିଆ ଭାବେ କୌଣସି କାର୍ୟ୍ୟ କରନ୍ତୁ ନାହିଁ । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । ସୁସ୍ୱାଦୁ ଭୋଜନ କରିବେ ।
କୁମ୍ଭ : ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ଯୁକ୍ତିତର୍କ ଠାରୁ ଦୂରେଇ ରହନ୍ତୁ ।
ମୀନ : ପେଟଜନିତ ରୋଗରେ ପୀଡ଼ିତ ହୋଇ ପାରନ୍ତି । ବିଦ୍ୟାର୍ଥୀ ସଫଳତା ପାଇବେ । କାହାସହ ଯୁକ୍ତତର୍କ କରନ୍ତୁ ନାହିଁ ।