ଜାଣନ୍ତୁ କେମିତି କଟିବ ଆଜିର ଦିନ

ମେଷ : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବାଣୀ ନିୟନ୍ତ୍ରଣ ରଖିବା ସହ ଭାବିଚିନ୍ତି ପ୍ରତ୍ୟେକ କାର୍ଯ୍ୟ କରନ୍ତୁ । ଦୂର ଯାତ୍ରା କରନ୍ତୁ ନାହିଁ ।
ବୃଷ : ପରିବାରର ସହଯୋଗ ମିଳିବ । ସନ୍ତାନଙ୍କୁ ନେଇ ଚିନ୍ତା ବୃଦ୍ଧି ହେବ । ପେଟ ଜନିତ ରୋଗରେ ପୀଡ଼ିତ ହୋଇପାରନ୍ତି । ଆର୍ଥିକ ସ୍ଥିତି ଉତ୍ତମ ରହିବ ।
ମିଥୁନ : ଗୁରୁଜନଙ୍କ ସମ୍ମାନ କରନ୍ତୁ । ପରିବାରର ସହଯୋଗ ମିଳିବ । ବେପାର ବାଣିଜ୍ୟରେ ସଫଳତା ପାଇବେ । ଆଜି ଦିନଟି ଭଲରେ କଟିବ ।
କର୍କଟ : ଅହଂକାର ତ୍ୟାଗ କରିବା ସହ ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଦୂର ଯାତ୍ରା କରନ୍ତୁ ନାହିଁ । ଗାଡ଼ି ଚଳାଇବା ବେଳେ ସାବଧାନ ରହନ୍ତୁ ।
ସିଂହ : ସରଳ ବିଶ୍ୱାସୀ ପ୍ରତାରିତ ହୋଇପାରନ୍ତି । ସ୍ୱାସ୍ଥ୍ୟରେ ଅବନ୍ନତି ଘଟିବ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଭାବିଚିନ୍ତି ପ୍ରତ୍ୟେକ କାର୍ଯ୍ୟ କରନ୍ତୁ ।
କନ୍ୟା : ମନରୁ ସନ୍ଦେହ ଭାବ ତ୍ୟାଗ କରନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ପରିବାରରୁ ସହଯୋଗ ମିଳିବ ।
ତୁଳା : ଗୁରୁଜନଙ୍କ ସହଯୋଗ ମିଳିବ । ସ୍ଥିରମନରେ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ । ଶରୀର ଅସୁସ୍ଥ ରହିପାରେ ।
ବିଛା : କୁଟୁମ୍ବରେ ଆନନ୍ଦ ଦେଖାଦେବ । କର୍ମକ୍ଷେତ୍ରରେ ସଫଳତା ପାଇବେ । ବିଦ୍ୟାର୍ଥୀ ସଚେତନ ହେବା ଆବଶ୍ୟକ ।
ଧନୁ : ଆୟ ମଧ୍ୟମ ରହିବ । ଶତ୍ରୁ ବୃଦ୍ଧି ହୋଇପାରନ୍ତି । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ ।
ମକର : ଶରୀର ଅସୁସ୍ଥ ରହିବ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଗୁରୁଜନଙ୍କ ସମ୍ମାନ କରନ୍ତୁ ।
କୁମ୍ଭ : ପେଟଜନିତ ରୋଗରେ ପୀଡ଼ିତ ହୋଇ ପାରନ୍ତି । ମାତାଙ୍କ ସମ୍ମାନ କରନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ ।
ମୀନ : ବେପାର ବାଣିଜ୍ୟ କ୍ଷେତ୍ରରେ ସଫଳତା ପାଇବେ । ପାରିବାରିକ ସମସ୍ୟା ଦୂର ହେବ । ସ୍ଥିରମନ ହୋଇ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ ।